(Video) ରହସ୍ୟ ଘେରରେ ଶାଙ୍ଗ୍ରିଲା ଭ୍ୟାଲି… ଯିଏ ଥରେ ଯାଇଛି ଆଉ କେବେ ଫେରି ପାରିନି

କିଛି ଘଟଣା ବିଶ୍ୱାସ ନହେଲେ ବି ସତ । ଆମ ଚାରିପଟେ ଏଭଳି କିଛି ଜିନିଷ ଅଛି ଯାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ । ହେଲେ ସମୁ କିଛି ଆମ ଜ୍ଞାତସାର ବାହାରେ । ବିଜ୍ଞାନ ଯୁଗରେ ନୂଆନୂଆ ଆବିଷ୍କାର ଆମକୁ ବିସ୍ମୟ କରି ଆସୁଛି ।…

ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ହୁସିୟାର! ଅଜଣା ବ୍ୟକ୍ତିଙ୍କ ସହ Sex କରିବା ସମୟରେ ଏହିସବୁ ପ୍ରତି ଦିଅନ୍ତୁ ଧ୍ୟାନ

ବର୍ତ୍ତମାନ ସମୟରେ ଶାରୀରିକ ସମ୍ପର୍କ ଏକ ସାଧାରଣ କଥା ହୋଇଗଲାଣି । ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ବେଆଇନ ଭାବେ ଗ୍ରହଣ କରାଯାଏ । ମାତ୍ର ଯୁଗ ବଦଳିବା ସହିତ ଆଇନକୁ ଆଜିକାଲି କେହି ମାନିବାକୁ ନାରାଜ । ଆଜିର…

ଦିନିକିଆ ବିଶ୍ୱକପରେ କମବ୍ୟାକ କରିବେ ଶିଖର ଧୱନ! ଏସିଆନ ଗେମ୍ସରେ ସୁଯୋଗ ଦେଲାନି BCCI

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ ତରଫରୁ ଏସିଆନ୍ ଗେମ୍ସ ପାଇଁ ଦଳ ଘୋଷଣା ହୋଇଯାଇଛି । ଏହି ଦଳରେ ଯୁବ ପ୍ରତିଭାମାନଙ୍କୁ ସୁଯୋଗ ଦିଆଯାଇଥିବା ବେଳେ ଦଳର ନେତୃତ୍ୱ ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡଙ୍କୁ ମିଳିଛି ।…

ସର୍ଭେରୁ ଖୁଲାସା, ଏତିକି ଲୋକଙ୍କ ରୋଷେଇ ଘରୁ ଟମାଟୋ ଉଭାନ୍: ଖାଇବାରେ ପଡ଼ୁନି ବିଲାତି

ନୂଆଦିଲ୍ଲୀ: ଆଜିକାଲି ଟମାଟୋ ଦରବୃଦ୍ଧିକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ଦେଶର ବିଭିନ୍ନ ସହରରେ ଟମାଟୋ ଦର ଖୁବ ଉଚ୍ଚରେ ରହିଛି । ଯାହା ଫଳରେ ସାଧାରଣ ଲୋକଙ୍କ ରୋଷେଇ ଘରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।…

Big Breaking: ମଝିରୁ ଅଲଗା ହୋଇଗଲା ଟ୍ରେନ: ନାହିଁ ଇଞ୍ଜିନ, ବାଣୀବିହାର ଷ୍ଟେସନରେ ରହିଗଲା ଗାଡ଼ିର ବଗି

ଭୁବନେଶ୍ୱର: ଭୁବନେଶ୍ୱର ବାଣୀବିହାର ରେଲୱେ ଷ୍ଟେସନ ନିକଟରେ ଘଟିଯାଇଛି ପୁଣି ଏକ ଟ୍ରେନ ଅଘଟଣ । ମଝିରୁ ଦୁଇ ଖଣ୍ଡ ହୋଇ ଛିଡ଼ି ଯାଇଛି ରେଳଗାଡ଼ି । ବାଣୀବିହାର ଷ୍ଟେସନରେ ଗାଡିର କିଛି ବଗି ରହି ଯାଇଥିବା ବେଳେ ଆଗକୁ…

ଏସିଆ କପ ‘ହାଇବ୍ରିଡ ମଡେଲ’ରେ ପୁଣି ପାକିସ୍ତାନର ଚାଲବାଜି: ବାରମ୍ବାର ନିଷ୍ପତ୍ତି ବଦଳାଉଛି PCB

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ କୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗି ରହିଛି ଦ୍ୱନ୍ଦ୍ୱ । ପାକିସ୍ତାନ କ୍ରିକେଟ ବୋର୍ଡର ସର୍ତ୍ତ ଅନୁସାରେ, ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି ।…

ମୋଦୀ ସରନେମ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାହୁଲ: ହେବ କି ପୁନର୍ବିଚାର?

ନୂଆଦିଲ୍ଲୀ: ନେସନାଲ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପିଛା ଛାଡ଼ୁନି ମୋଦୀ ସରନେମ ବିବାଦ । ଏହି ମାମଲାରେ ମିଳିଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ପ୍ରଥମେ ସେ ହାଇକୋର୍ଟରେ ପହଞ୍ଚିଥିଲେ ।…

ଥ୍ୟାଙ୍କ ୟୁ ଭଗବାନ୍! ଧିରେ ଧିରେ ଥମୁଛି ‘ଯମୁନାର’ର ଜଳସ୍ରୋତ: କିନ୍ତୁ ପାଣିରେ ବୁଡିଛି ସହର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏବେ ଶାନ୍ତିରେ ନିଶ୍ୱାସ ମାରିବେ ସାଧାରଣ ଲୋକେ । ଏକ ଭୟଙ୍କର ବିପଦ ଟଳିବାକୁ ଯାଉଥିବା ଦେଖାଯାଉଛି । କାରଣ ୩ ଦିନ ପର୍ଯ୍ୟନ୍ତ ସାରା ସହରକୁ ପାଣିରେ ବୁଡାଇ ରଖିବା ପରେ ଏବେ…

Electric ସ୍ମାର୍ଟ ମିଟରରେ ଏହି ରେଡ୍ ଲାଇଟ ପାଇଁ ଅଧିକ ଉଠୁଛି ବିଲ୍! ଜାଣନ୍ତୁ କାହିଁକି ଥାଏ ଏହି ଲାଇଟ୍

ନୂଆଦିଲ୍ଲୀ: ଆଜିକାଲି ସହରୀ ଅଞ୍ଚଳରେ ଇଲେକ୍ଟ୍ରିକ ସ୍ମାର୍ଟ ମିଟର ଲାଗିସାରିଲାଣି । ତେବେ ଏହି ମିଟରରେ ଗୋଟିଏ ଛୋଟ ଲାଲ ରଙ୍ଗର ଲାଇଟ ଜଳୁଥିବାର ଦେଖିବାକୁ ମିଳିଥାଏ । ଅନେକ ଲୋକ ଏହା ଜାଣି ନଥିବେ େଯେ, ଏହି ଛୋଟିଆ…

ଚନ୍ଦ୍ର ପୃଷ୍ଠରେ ସର୍ବଦା ରହିବ ଭାରତର ରାଷ୍ଟ୍ରୀୟ ଚିହ୍ନ, ଚନ୍ଦ୍ରଯାନ-୩ର ରୋଭର ଚନ୍ଦ୍ର ପୃଷ୍ଠରେ ଆଙ୍କିବ ଏହି ଅଲିଭା ଚିହ୍ନ

ନୂଆଦିଲ୍ଲୀ: ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ ୩ ଚାନ୍ଦ ଆଡକୁ ଅଗ୍ରସର ହୋଇସାରିଛି । ଶୁକ୍ରବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଚନ୍ଦ୍ରଯାନର ସଫଳ ପ୍ରକ୍ଷେପଣ…