ବିଶେଷ ଜମା ଉପରେ ବମ୍ପର ସୁଧ ଦେଉଛି ଏଚଡିଏଫସି ବ୍ୟାଙ୍କ, ୫୫ ମାସ ନିବେଶ କଲେ ହୋଇଯିବେ ମାଲାମାଲ

ନୂଆଦିଲ୍ଲୀ:ଦେଶର ସବୁଠାରୁ ବଡ ଘରୋଇ ବ୍ୟାଙ୍କ ଏଚଡିଏଫସି ସୀମିତ ସମୟ ଲାଗି ଦୁଇ ଗୋଟି ଫିକ୍ସଡ ଡିପୋଜିଟ୍ ସ୍କିମ୍ ଆରମ୍ଭ କରିଛି । ବ୍ୟାଙ୍କ ୩୫ ମାସ ଓ ୫୫ ମାସ ଅବଧି ଲାଗି ଦୁଇଟି ଏଫ୍ ଡି ପ୍ଲାନ୍ ଲଞ୍ଚ କରିଥିଲା…

ବାହାନଗା ଦୁର୍ଘଟଣା: ମୃତକଙ୍କ ଆତ୍ମାଶାନ୍ତି ପାଇଁ ବିଶ୍ୱଶାନ୍ତି ମହାଯଜ୍ଞ, ଆହତଙ୍କ ଆରୋଗ୍ୟ ପାଇଁ ଚାଲିଛି ନାମକୀର୍ତ୍ତନ

ବାଲେଶ୍ୱର: ବାହାନଗାରେ କରମଣ୍ଡଳ ଦୁର୍ଘଟରାକୁ ୧୧ ଦିନ ବିତି ଯାଇଛି ସତ, କିନ୍ତୁ ଏବେବି ମନରୁ ଲିଭିନ୍ନ ସେହି ରାତିର ଛାତିଥରା କାହାଣୀ । ଏବେ ବି ଅନେକ ଲୋକଙ୍କୁ ଶୁଭୁଛି ଦୁର୍ଘଟଣା ସମୟର ସେ ଭୟଙ୍କର ଶବ୍ଦ ଆଉ ହଜାର…

ମୁଣ୍ଡବିନ୍ଧାକୁ ନେଇ ଚିନ୍ତିତ ରହୁଛନ୍ତି କି? ଡାଏଟ୍ ରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ, ତୁରନ୍ତ ମିଳିବ ଆରାମ

ଆଜିକାଲି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ହୋଇଗଲାଣି । ଖରାଦିନେ ତ ଏହି ସମସ୍ୟା ଆହୁରି ବଢିଯାଇଥାଏ । ତେବେ ଏହା ଯେତିକି ସାଧାରଣ ମନେ ହୁଏ ବାସ୍ତବରେ ସେତିକି ସାଧାରଣ ନୁହେଁ । ମୁଣ୍ଡବିନ୍ଧା ଆମର ଦୈନନ୍ଦିନ କାମରେ…

‘ଟେଷ୍ଟରେ ଏହା ମୋର ଶେଷ ମ୍ୟାଚ…’ WTC Final ପରାଜୟ ପରେ ସନ୍ନ୍ୟାସ ନେଲେ ରୋହିତ! ଭାଇରାଲ ହେଉଛି ଟ୍ୱିଟ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ଚମ୍ପିଆନର ମୁକୁଟ ପିନ୍ଧିଛି ଅଷ୍ଟ୍ରେଲିଆ । ଏହି ମହା ମୁକାବିଲାକୁ ୨୦୯ ରନ ପଛରେ ପଡିଯାଇଛି ରୋହିତ ସେନା । ତେବେ ଏଭଳି ଏକ ଲଜ୍ଜାଜନକ ପରାଜୟ ପରେ ଭାରତୀୟ…

ଅସଲି ଡାକ୍ତରଙ୍କ ଡିଗ୍ରୀକୁ ନେଇ ମେଡିକାଲ୍ ଅଫିସର ଭାବରେ କାମ କରୁଥିଲେ ନକଲି ମହିଳା, ଜାଣନ୍ତୁ କେମିତି ଖୋଲିଲା ରହସ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଗ୍ୱାଲିୟରରେ ଘଟିଛି ଏହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏକ ଅସଲି ଡାକ୍ତର ଡିଗ୍ରୀକୁ ନେଇ ଜଣେ ନକଲି ମହିଳା ମହାରାଷ୍ଟ୍ରରେ ମେଡିକାଲ୍ ଅଫିସର ପାଲଟି ଯାଇଥିଲେ । ତେବେ ଏହି ନକଲି ମହିଳାଙ୍କ…

ଟ୍ରେନ ଟ୍ରାଜେଡି: ଏହିମାନଙ୍କ ଭୁଲ ପାଇଁ ହୋଇଥିଲା କରମଣ୍ଡଳ ଦୁର୍ଘଟଣା! ୫ ଜଣଙ୍କୁ ନେଇଗଲା ସିବିଆଇ

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏଭଳି ଏକ ସଙ୍ଗୀନ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ହାତରେ ଦେଇଛନ୍ତି ସରକାର । ତେଣୁ ସିବିଆଇ ମଧ୍ୟ ଏହାକୁ ନେଇ ଖୋଳତାଡ…

ଓଲଟିଲା କାର୍, ବର କନିଆ ଗୁରତର

ସମ୍ବଲପୁର:ସମ୍ବଲପୁରରେ ସକାଳୁ ସକାଳୁ ଘଟିଯାଇଛି ଏକ ଦୁଖଦ ଘଟଣା । ବାହାଘର ପରେ ବର କନିଆଁଙ୍କୁ ଧରି ଫେରୁଥିବା ଏକ କାର୍ ଓଲଟି ପଡିଥିଲା । ଏଥିରେ ବର କନ୍ୟାଙ୍କ ସହିତ ଅନ୍ୟ ୪ ଜଣ ଗୁରୁତର ହୋଇ ସୋନପୁର ମେଡିକାଲ୍ ରେ…

ଟ୍ରକକୁ ପିଟିଲା ଆମ୍ବୁଲାନ୍ସ ,ରୋଗୀ ସହ ଆଟେଣ୍ଡାଣ୍ଟ ଆହତ

ବଲାଙ୍ଗୀର: ସକାଳୁ ସକାଳୁ ରାଜ୍ୟରେ ଘଟିଛି ଏକ ବଡ ଦୁର୍ଘଟଣା । ବଲାଙ୍ଗୀର ଜିଲ୍ଲାରେ ଏକ ଆମ୍ବୁଲାନ୍ସ ଟ୍ରକ୍ସକୁ ଧକ୍କା ଦେବାରୁ ଘଟିଯାଇଛି ଏହି ଦୁର୍ଘଟଣା । ଏଥିରେ ରୋଗୀ ସହ ଆଟେଣ୍ଡାଣ୍ଟ ଆହତହୋଇ ଭୀମଭୋଇ ମେଡିକାଲ୍…

(Video) ସ୍ପେଶାଲ ‘ମୋଦୀଜୀ ଥାଳି’: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନ୍ୟୁ ଜର୍ସି ରେଷ୍ଟୁରାଣ୍ଟର ସ୍ୱତନ୍ତ୍ର ଥାଳି

ନୂଆଦିଲ୍ଲୀ: ଆଗାମୀ କିଛି ଦିନ ମଧ୍ୟରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାକୁ ଦୃଷ୍ଟିରେ ରଖି ନ୍ୟୁ ଜର୍ସି ରେଷ୍ଟୁରାଣ୍ଟ ଅତିଥିଙ୍କ ପାଇଁ ରଖିଛି ଏକ ସ୍ପେଶାଲ ଉପହାର ।…

ରାଜ୍ୟରେ କଲବଲ କରୁଛି ଅସହ୍ୟ ତାତି: ଗରମକୁ ନେଇ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ରା ବର୍ତ୍ତମାନ ରଜ୍ୟବାସୀଙ୍କୁ କଲବଲ କରୁଛି । ଅସହ୍ୟ ଗରମ ସହ ଗୁଳୁଗୁଳି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଓଡିଶାରେ ମୌସୂମୀ ପାଦ ଥାପିବାକୁ ବସିଥିଲେ ବି ଏପର୍ଯ୍ୟନ୍ତ ଖରା…