ଅମରନାଥ ଯାତ୍ରାରେ ଫୁଡ୍ ମେନ୍ୟୁ ଜାରି, ଜାଣି ନିଅନ୍ତୁ କ’ଣ ଖାଇବେ କ’ଣ ନ ଖାଇବେ

ନୂଆଦିଲ୍ଲୀ:ଚଳିତ ବର୍ଷ ଜୁଲାଇରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ତେବେ ଆପଣ ବି ଏହି ଯାତ୍ରାରେ ବାହାରିଥିଲେ ଏହା ପୂର୍ବରୁ ଏକ ବିଶେଷ ଖବର ଜାଣିନେବା ଉଚିତ । ଆପଣ ଏହି ତୀର୍ଥ ଯାତ୍ରାରେ ଯାଉଥିଲେ…

ବନ୍ଦେ ଭାରତ ନିର୍ମାଣ ଓ ରକ୍ଷଣାବେକ୍ଷଣକୁ ନେଇ ଭାରତ ଓ ରୁଷ କମ୍ପାନୀ ମୁହାଁମୁହିଁ , ଶୀର୍ଷ ସ୍ତରୀୟ ଆଲୋଚନାରେ ବାହାରିବ ସମାଧାନର ବାଟ

ନୂଆଦିଲ୍ଲୀ:ରୁଷ- ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ନେଇ ସାରା ବିଶ୍ୱ ଏବେ ଦୁଇ ଭାଗ ହୋଇଯାଇଛି । ଆମେରିକା ପରି ପାଶ୍ଚାତ୍ୟ ରାଷ୍ଟ୍ର ରୁଷକୁ ଏକ ଘରକିଆ କରିବାକୁ ଚାହୁଁଥିବା ବେଳେ ଭାରତ କିନ୍ତୁ ଏ ମାମଲାରେ ନୀରବତା ରକ୍ଷା…

ଉଚ୍ଚଶିକ୍ଷା ବିଭାଗରେ ଖରାପ ପ୍ରଦର୍ଶନ ଲାଗି ବାଦ୍ ପଡିଲେ ମନ୍ତ୍ରୀ ରୋହିତ ପୂଜାରୀ, ଅତିରିକ୍ତ ଦାୟିତ୍ୱ ନେଲେ ଅତନୁ ସବ୍ୟସାଚୀ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରେ ଖରାପ ପ୍ରଦର୍ଶନ ଲାଗି ରାଜ୍ୟ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ରୋହିତ ପୂଜାରୀଙ୍କୁ ବାଦ ଦେବାକୁ ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି । ଏ…

ବାହାନଗା ଟ୍ରେନ ଟ୍ରାଜେଡି: ଶବ ପକେଟରୁ ମିଳିଲା ଅଧାର କାର୍ଡ, ପଶ୍ଚିମବଙ୍ଗରୁ ଏମ୍ସକୁ ଫେରୁଛି ବିହାରର ମୃତଦେହ

ଭୁବନେଶ୍ୱର: ବାହାନଗା କରମଣ୍ଡଳ ଦୁର୍ଘଟରାକୁ ୮ ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଶବ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଅନେକ ଲୋକଙ୍କ ଶବ ଏବେ ବି ଅଜଣା ଅଚିହ୍ନା ହୋଇ ଏମ୍ସ ମେଡିକାଲରେ ରଖା ଯାଇଛି । ତେବେ ଏହା…

କେବେ ଯାଏ ଏମିତି ଖୋଲା ବୋରୱେଲ ନେଇଚାଲିଥିବ ନିରୀହ ଜୀବନ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ସମସ୍ତେ ବେଫିକର

ନୂଆଦିଲ୍ଲୀ:ଜମିରେ ଖୋଲାପଡିଥିବା ବୋରୱେଲରେ ଖସିପଡି ପ୍ରତିବର୍ଷ ପ୍ରାୟ ୫୦ରୁ ୬୦ ଲୋକଙ୍କ ମୃତ୍ୟୁ ହୋଇ ଯାଉଛି । ଏହି ମାମଲାକୁ ଗୁରୁତ୍ୱର ସହ ନେଇ ସୁପ୍ରିମକୋର୍ଟ ୨୦୧୦ରେ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହା…

ଶିକ୍ଷକ ପଦବୀରେ ଆସୁଛି ବଡ ନିଯୁକ୍ତି ସୁଯୋଗ: ରାଜ୍ୟରେ ବଢିବ +୨ କଲେଜ ସଂଖ୍ୟା

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ବୃଦ୍ଧି ପାଇବ +୨ କଲେଜ ସଂଖ୍ୟା । ଏଥିପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଯୋଗାଇ ଦେବା ପାଇଁ ଚଳିତ ଶିକ୍ଷାବର୍ଷରେ ୧୦୬ଟି…

ବାହାନଗା ଟ୍ରାଜେଡି: ମୃତଦେହ ପାଇଁ ବଗିରେ ହେଉନଥିଲା ଦୁର୍ଗନ୍ଧ…. ଥିଲା ଅନ୍ୟ କାରଣ

ବାଲେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡିରେ ହୋଇଛି ଏକ ମହାଖୁଲାସା । ଦୁର୍ଘଟରାଗ୍ରସ୍ତ ବଗିରୁ ଆସୁଥିବା ଦୁର୍ଗନ୍ଧର ପ୍ରକୃତ କାରଣ ଏବେ ସାମନାକୁ ଆସିଛି । କାହିଁକି ହେଉଥିଲା ଏହି ଦୁର୍ଗନ୍ଧ? ବଗିରେ ଶହ ଶହ ମୃତଦେହ ଏବଂ…

୧୫ ଜୁନ୍ ରୁ ସୂର୍ଯ୍ୟଙ୍କ ମିଥୁନ ରାଶିରେ ଗୋଚର, ଏହି ରାଶିର ଲୋକମାନେ ସାବଧାନ ନ ରହିଲେ ଘର ଓ ଚାକିରି କ୍ଷେତ୍ରରେ ଦେଖାଯିବ ସମସ୍ୟା

ଜୁନ୍ ୨୦୨୩ରୁ ସୂର୍ଯ୍ୟ ରାଶି ପରିବର୍ତ୍ତନ କରୁଛନ୍ତି । ସୂର୍ଯ୍ୟ ଦେବ ୧୫ ଜୁନ୍ ସନ୍ଧ୍ୟା ୬ଟା ୨୯ ମିନିଟ୍ରୁ ବୃଷ ରାଶିରୁ ଆସି ମିଥୁନରେ ଗୋଚର କରିବେ । ୧୫ ଜୁନ୍ ରୁ ୧୭ ଜୁଲାଇ ସକାଳ ପର୍ଯ୍ୟନ୍ତ ସୂର୍ଯ୍ୟ ଦେବ ମିଥୁନ…

ରଥଯାତ୍ରା ପାଇଁ ପ୍ରସ୍ତୁତି: ସାରା ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । ଆସନ୍ତା ଜୁନ୍ ୨୦ ତାରିଖରେ ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ତିନି ରଥ । ତେଣୁ ଏହି ପର୍ବ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିସାରିଛି ଓଡିଶା ପୋଲିସ ।…

ପ୍ରକାଶ ପାଇଲା ଖାଦ୍ୟ ନିରାପତ୍ତା ସୂଚୀ, ଦେଶର ୧୦ ଟି ପ୍ରମୁଖ ରାଜ୍ୟରୁ କାହା ଖାଦ୍ୟ କେତେ ଭଲ ଜାଣିନେବା

ନୂଆଦିଲ୍ଲୀ:ଖାଦ୍ୟ ହିଁ ଆମ ସ୍ୱାସ୍ଥ୍ୟର ନିୟନ୍ତ୍ରକ ହୋଇଥାଏ । ଏହି କାରଣରୁ ପ୍ରତିବର୍ଷ ଖାଦ୍ୟ ନିରାପତ୍ତା ଯାଞ୍ଚ କରାଯାଇ ଫୁଡ୍ ସେଫ୍ଟି ଇଣ୍ଡେକ୍ସ ପ୍ରକାଶ କରାଯାଏ । ଚଳିତ ବର୍ଷ ପ୍ରକାଶ ପାଇଥିବା ଫୁଡ୍ ସେଫ୍ଟି…