ଟ୍ରେନ ଟ୍ରାଜେଡି: ବିଦ୍ୟୁତ ଆଘାତରେ ବି ଯାଇଛି ୪୦ ଜୀବନ! ଶରୀରରେ ନାହିଁ କୌଣସି କ୍ଷତ
ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣାର ଭୟଙକକର ରୂପ ସାରା ଦେଶରେ ସମସ୍ତଙ୍କ ଛାତି ଦୋହଲାଇ ଦେଇଛି । ଶହ ଶହ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏବେ ବି ୧୦୦୦ରୁ ଅଧିକ ଲୋକ ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି…