IPL-2023, ଗୁଜୁରାଟ ବିପକ୍ଷ ମ୍ୟାଚରେ ଜଶପ୍ରୀତ ବୁମରାହଙ୍କ ଏଣ୍ଟ୍ରି: ୟର୍କର କିଙ୍ଗଙ୍କୁ ଦେଖି ଏମିତି କହିଲେ ଫ୍ୟାନ୍ସ
ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ୩୫ ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଏକ କଡା ମୁକାବିଲା…