ପ୍ରେମିକା ଘରେ ଶୋଇବାକୁ ବାରଣ କରିବାରୁ ନିଜ ପରିବାରର ୬ ଜଣଙ୍କୁ ହତ୍ୟା, ଗର୍ଭବତୀ ଭାଉଜକୁ ବି ଛାଡ଼ିଲାନି ନାବାଳକ  

ନୂଆଦିଲ୍ଲୀ: ୨୦୨୧ ଜାନୁଆରି ୨୪ ତାରିଖର ସେହି ଭୟଙ୍କର ରାତିରେ ଜଣେ ବ୍ୟକ୍ତି ନିଜ ପରିବାରର ୬ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସେ ଗୋଟିଏ ପରେ ଗୋଟିଏ କୋଠରୀର କବାଟ ଖୋଲୁଥିଲେ ଏବଂ ସାମ୍ନାକୁ ଆସିଥିବା…

ସ୍ତବ୍ଧ କରିଦେଲା ଭଳି ଭିଡିଓ; ଫୁଟବଲ ମ୍ୟାଚ୍ ବେଳେ ହେଲା ବଜ୍ରପାତ, ଚାଲିଗଲା ଖେଳାଳିଙ୍କ ଜୀବନ

ନୂଆଦିଲ୍ଲୀ: ପେରୁରେ ଏକ ଫୁଟବଲ ମ୍ୟାଚ୍ ବେଳେ ହେଲା ବଜ୍ରପାତ। ଏଥିରେ ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ପେରୁର ଜୁଭେଣ୍ଟୁଡ୍ ବେଲାଭିସ୍ତା ନାମକ…

ଷ୍ଟକ ବଜାରରେ ଭୟଙ୍କର ହ୍ରାସ ପଛରେ ଏହି ୫ଟି କାରଣ; ଜାଣନ୍ତୁ କେଉଁଠି ନିବେଶ କରିବେ-କରିବେନି

ମୁମ୍ୱାଇ: ଆଜି ସେନ୍ସେକ୍ସରେ ଘରୋଇ ଷ୍ଟକ ବଜାରରେ ପ୍ରାୟ ୧୫୦୦ ପଏଣ୍ଟ ହ୍ରାସ ଘଟିଛି। ଗତ ବନ୍ଦ ସ୍ତର ଅର୍ଥାତ୍ ନଭେମ୍ବର ୧ ତାରିଖ ଦୀପାବଳି ମୁହୁର୍ତ୍ତ କାରବାର ଦିବସ ପରଠାରୁ ସେନ୍ସେକ୍ସ ଆଜିର ସ୍ତରରେ ୧୪୯୧.୫୨…

Video: ଘରକୁ ଯିବା ଖୁସି ଆଗରେ ସବୁ କଷ୍ଟ ହାର୍ ମାନିଯାଏ, ସିଟ୍ ନ ମିଳିବାରୁ ଦଉଡ଼ିଆ ବୁଣିଲେ ଯବୁକ

ନୂଆଦିଲ୍ଲୀ: ଉତ୍ତର ଭାରତରେ ଛଟ ପର୍ବ ଧୁମଧାମରେ ପାଳନ କରାଯାଏ । ସେଥିପାଇଁ ବହୁ ସଂଖ୍ୟକ ଲୋକ ନିଜ ଘରକୁ ଯାଉଛନ୍ତି। ଖାଲି ସେତିକି ନୁହେଁ ବିହାରରେ ଛଟ ପର୍ବକୁ ଜୋରଦାର ଭାବେ ପାଳନ କରାଯାଏ । ବିହାରର ଅଧିକାଂଶ ଲୋକ…

ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା; ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା । ଚଳିତ ଖରିଫ୍‌ ଋତୁ ପାଇଁ ୨୧ରୁ ଧାନ କିଣା ଆରମ୍ଭ । ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି । ବରଗଡ଼ ଜିଲ୍ଲାରୁ ଧାନ…

ଦ୍ୱିତୀୟ ଥର ବିବାହ କଲେ ସନୀ ଲିଓନୀ: ୩ ପିଲା ରହିଲେ ସାକ୍ଷୀ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଓଡ଼ିଶା ଭାସ୍କର: ବଲିଉଡ ଅଭିନେତ୍ରୀ ତଥା ଡେଟିଂ ରିଆଲିଟି ଶୋ’ “ ସ୍ପ୍ଲିର୍ଟ୍ସ ଭିଲ୍ଲା” ହୋଷ୍ଟ ସନୀ ଲିଓନ୍ ଦ୍ୱିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କୌଣସି ହିନ୍ଦୀ ଫିଲ୍ମ ଅଭିନେତା କିମ୍ବା କୌଣସି ବଡ଼…

IPL Mega Auction Update; କେବେ କେଉଁଠି ହେବ ଖେଳାଳିଙ୍କ ନିଲାମ? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ରିଟେନସନ ପ୍ରକ୍ରିୟା ଶେଷ ହୋଇ ସାରିଛି । ବର୍ତ୍ତମାନ ଖେଳାଳିଙ୍କ ନିଲାମ ପାଇଁ ମେଗା ଅକ୍ସନକୁ ଅପେକ୍ଷା ରହିଛି । ଋଷଭ ପନ୍ତ, କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟରଙ୍କ ସହ ଅନେକ ବଡ଼ ବଡ଼…

ଜବାବ ଦେବେ ଗୁରୁ ଗମ୍ଭୀର… Team India କାହିଁକି ହାରିଲା ଟେଷ୍ଟ ସିରିଜ? ଆକ୍ସନ ମୁଡରେ BCCI

ଓଡ଼ିଶା ଭାସ୍କର: ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଲଜ୍ଜାଜନକ ପରାଜୟର ସାମନା କରିଛି । ଏହି ସିରିଜକୁ ୦-୩ରେ ହାତଛଡ଼ା କରିବା ପରେ ଏବେ ଅଧିନାୟକଙ୍କ ସହିତ କୋଚ୍ ଗୌତମ…

ବିରୋଧୀଙ୍କ ଅଭିଯୋଗ ପରେ ବଦଳିଲେ DGP: ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ

ମୁମ୍ବାଇ: ମହାରାଷ୍ଟ୍ରରେ ଜମୁଛି ବିଧାନସଭା ନିର୍ବାଚନ ମାହୋଲ । ନିର୍ବାଚନ ପୂର୍ବରୁ ଇଲେକ୍ସନ କମିଶନ୍ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ବିରୋଧୀ ଦଳର ଅଭିଯୋଗ ପରେ ପୋଲିସ ଡିଜିପିଙ୍କ ବଦଳି କରାଇଛନ୍ତି ନିର୍ବାଚନ…

ନିଶାରେ ପିଟୁଥିଲା ସ୍ୱାମୀ, ରାଗରେ ସ୍ତ୍ରୀ କାଟି ଦେଲେ… ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ନୃସଂସରୁ ଅତି ନୃସଂସ ହୋଇ ଯାଉଛନ୍ତି ଆଜିର ଯୁବପିଢୀ । ରାଜଧାନୀ ଦିଲ୍ଲୀରୁ ବର୍ତ୍ତମାନ ଏଭଳି ଏକ ଘଟଣା ସାମନାକୁ ଆସିଛି । ପତି-ପତ୍ନୀ ମଧ୍ୟରେ ଝଗଡ଼ା…