ରୋହିତ ଖେଳିବେନି ଟେଷ୍ଟ… ପରାଜୟ ପରେ ଦେଲେ ବଡ଼ ସଂକେତ: ଭୁଲି ହଉନି ନ୍ୟୁଜିଲାଣ୍ଡ ଯନ୍ତ୍ରଣା
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ଟିମ ଇଣ୍ଡିଆ ପାଇଁ ବିପଦ ପାଲଟିଛି । ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ପହଞ୍ଚିବା ଦଳ ପାଇଁ ଏକ ପ୍ରକାର ଅସମ୍ଭବ ପାଲଟିଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ…