କାର୍ତ୍ତିକ ଅମାବାସ୍ୟାରେ କରନ୍ତୁ ଏହିସବୁ କାମ: ମିଳିବ ଫାଇଦା, ହେବେ ମାଲାମାଲ୍
ଓଡ଼ିଶା ଭାସ୍କର: କାର୍ତ୍ତିକ ମାସର ଅମାବାସ୍ୟାରେ ଦୀପାବଳି ପାଳନ କରାଯାଏ । ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ । ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ରୀତିନୀତି ସହିତ…