ଯବାନଙ୍କ ମଧ୍ୟରେ ଦୀପାବଳି ପାଳନ ବେଳେ ଭଗବାନ ରାମଙ୍କ ଉପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ ?
ନୂଆଦିଲ୍ଲୀ: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ଗୁଜୁରାଟର କଚ୍ଛ ଜିଲ୍ଲା ନିକଟଭାରତ-ପାକ୍ ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ । ଦୀପାବଳି ଅବସରରେ ସେ ସୈନିକମାନଙ୍କୁ ଶୁଭେଚ୍ଛା…