ଅନୁଗୁଳ ଟ୍ରିପଲ ମର୍ଡର ମାମଲା; ୨ ଦୋଷୀଙ୍କୁ ମିଳିବ ଫାଶି, ଦଣ୍ଡାଦେଶ କଲେ ଆଠମଲ୍ଲିକ ଏଡିଜେ କୋର୍ଟ
ଅନୁଗୁଳ: (ଓଡ଼ିଶା ଭାସ୍କର) ଟ୍ରିପଲ ମର୍ଡର ମାମଲାରେ ୨ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ କଲେ ଆଠମଲ୍ଲିକ ଏଡିଜେ କୋର୍ଟ । ଦୋଷୀ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରାକୁ ଫାଶି ଣ୍ଡାଦେଶ । ୨୦୧୭ରେ ଘଟିଥିଲା ଏହି ମର୍ଡର ।…