ଆଗାମୀ ଅକ୍ଟୋବର ମାସରୁ ଦିଆଯିବ ଗହମ: କେତେ ପ୍ରତିଶତ ଗହମ ପାଇବେ ହିତାଧିକାରୀ

ଭୁବନେଶ୍ୱର: ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବରରୁ ରାଜ୍ୟର ସମସ୍ତ ହିତାଧିକାରୀମାନଙ୍କୁ ଗହମ ପ୍ରଦାନ କରାଯିବ । ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାହ ଯୋଶୀଙ୍କ…

ଶେଷ ହେବାକୁ ଯାଉଛି ୪ ବର୍ଷର ପୁରୁଣା ବିବାଦ? ଲଦାଖକୁ ନେଇ ‘ଡ୍ରାଗନ୍’ ରଖିଲା ଉତ୍ତର

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ବିବାଦର ଅନ୍ତ ଘଟାଇବା ଏବଂ ସଂଘର୍ଷ ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର ନେଇ କିଛି ସହମତି ରେ ପହଞ୍ଚିବା ପାଇଁ ଉଭୟ ପକ୍ଷପାଇଁ ଗ୍ରହଣୀୟ ସମାଧାନ ତଥା ମତଭେଦକୁ ହ୍ରାସ କରିବା ପାଇଁ ଯୋଗାଯୋଗ ଜାରି…

ବାଂଲାଦେଶରେ ଦୁର୍ଗାପୂଜା ପାଳନ ବେଳେ ସୁରକ୍ଷା ପ୍ରତି ବିପଦ ନାହିଁ କହିଲେ ବାଂଲାଦେଶ IG

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ଦୁର୍ଗାପୂଜାରେ କୌଣସି ସୁରକ୍ଷା ବିପଦ ନାହିଁ ବୋଲି ବାଂଲାଦେଶ ପୋଲିସ କହିଛି । ବାଂଲାଦେଶର ପୁଲିସ ମହାନିରୀକ୍ଷକ (ଆଇଜି) ମୋଇନୁଲ ଇସଲାମ ଗୁରୁବାର ସାମ୍ବାଦିକମାନଙ୍କୁ…

କାର୍ ଚାବି ନଦେବାରୁ ବାପାକୁ ଛୁରୀ ଭୁସି ମାରିଦେଲା ୧୫ ବର୍ଷୀୟ ପୁଅ; ଅତି ଗେହ୍ଲା କରିଥିଲେ ପୋଲିସ-ଶିକ୍ଷକ ଦମ୍ପତି

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହରରେ ହୃଦୟ ବିଦାରକ ଘଟଣା । ଜଣେ ୧୫ ବର୍ଷୀୟ ନାବାଳକ ନିଜ ବାପାଙ୍କୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । କୁହାଯାଉଛି ଯେ ବାପା କାର୍ ଚାବି ଦେବାକୁ ମନା କରିବାରୁ ପୁଅ…

ପାଠ ପଢ଼ିବାକୁ ପିଲାଙ୍କ ମନ ଲାଗୁନଥିଲେ କରନ୍ତୁ ବାସ୍ତୁର ଏହି ଉପଚାର; ବଢ଼ିବ ସ୍ମରଣ ଶକ୍ତି ଓ ବିଦ୍ୟା-ବୁଦ୍ଧି

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଶିକ୍ଷା କ୍ଷେତ୍ରରେ ବଢୁଥିବା ପ୍ରତିଯୋଗିତା ଯୋଗୁଁ ପିଲାମାନେ ଅନେକ ସମୟରେ ଚାପରେ ରହୁଥିବା ଦେଖିବାକୁ ମିଳୁଛି । ପିଲାମାନଙ୍କର ଏହି ସମସ୍ୟାର ଅନ୍ୟତମ କାରଣ କେଉଁଠି ବାସ୍ତୁ ଦୋଷ…

ମୋବାଇଲରେ ବର୍ଷା ପାଣି ପଶି ଯାଇଥିଲେ ଆପଣାନ୍ତୁ ଏହି ଉପାୟ; ଠିକ୍ ହୋଇଯିବ ଆପଣଙ୍କ ଫୋନ୍

ଓଡ଼ିଶା ଭାସ୍କର: ଏବେ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ବର୍ଷାରେ ଇଲେକ୍ଟ୍ରୋନିକ୍ ଆସବାବପତ୍ରକୁ ସୁରକ୍ଷା ଦେବା ଜରୁରୀ । ଏହି ଇଲେକ୍ଟ୍ରୋନିକ୍ ଆସବାବ ପତ୍ରରେ ମୋବାଇଲ୍ ଫୋନ୍ ସବୁଠାରୁ…

BIG BREAKING…ଜୀତିଆ ଓଷାରେ ବୁଡ଼ ପକାଇବା ବେଳେ ଅଘଟଣ, ୩୭ ଶିଶୁଙ୍କ ସମେତ ୪୬ ମୃତ

ପାଟନା: ବିହାରରେ ଜୀତିଆ ପର୍ବ ସମୟରେ ପୋଖରୀ ଓ ଅନ୍ୟାନ୍ୟ ସ୍ଥାନରେ ବୁଡ଼ ପକାଇବା ବେଳେ ୩୭ ଜଣ ଶିଶୁଙ୍କ ସମେତ ୪୬ ଜଣଙ୍କର ମୃତ୍ୟୁ ଘଟିଛି । ବିହାର ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ର ସୂଚନା ଅନୁଯାୟୀ,…

ନିଆଳିରେ ସ୍କ୍ରବ୍ ଟାଇଫସରେ ଜଣଙ୍କର ମୁତ୍ୟୁ; ୬୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ

କଟକ: କଟକ ଜଲ୍ଲା ନିଆଳିରେ ସ୍କ୍ରବ୍ ଟାଇଫସ୍ ନେଲା ଜଣଙ୍କର ଜୀବନ। ଜିଲ୍ଲା ମେଡିକାଲ୍ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ଗ୍ରାମବାସୀଙ୍କ  ୬୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ।  ନିଆଳିରେ ସ୍କ୍ରବ୍ ଟାଇଫସ୍ଜଙ୍କର ମୃତୁ…

କଂଗ୍ରେସ ଓ ରାହୁଲଙ୍କୁ କଡ଼ା ସମାଲୋଚନା କଲେ ଅମିତ ଶାହ; କହିଲେ- ‘ତାଙ୍କ ତିନି ପିଢ଼ି ପାଖରେ ଦମ୍ ନାହିଁ କି ସେ ୩୭୦କୁ ଫେରାଇ…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଜମ୍ମୁ-କଶ୍ମୀରର ଉଧମପୁରଠାରେ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଓ ରାହୁଲ…

(Video) ଟ୍ରେନ୍ ନା ରାଜ ମହଲ… ଗାଡ଼ି ଭିତରେ କାଚର ପ୍ରାସାଦ: ରେଷ୍ଟୁରାଣ୍ଟ, ବେଡରୁମ୍ ବି ଚକାଚକ୍

ଓଡ଼ିଶା ଭାସ୍କର: ଭାରତୀୟ ରେଳ ବିଭାଗକୁ ଏକ ନୂଆ ପରିଚୟ ଦେବା ପାଇଁ ପ୍ରୟାସ ଜାରି ରହିଛି । ରେଳ ବିଭାଗର ବିଭିନ୍ନ କ୍ଷେତ୍ରରେ ବିକାଶ କରିବା ସହ ଭାରତୀୟ ରେଳକୁ ଆହୁରି ଅପଡେଟ୍ କରାଯାଉଛି । ଟ୍ରେନ୍ ଭିତରେ ବସିଲେ ରାଜ…