(Video) କାନପୁର ଟେଷ୍ଟରେ Bowling କରିବେ ଋଷଭ! ବ୍ୟାଟିଂରେ ଶତକ ପରେ ବୋଲିଂରେ କରିବେ କମାଲ…
ନୂଆଦିଲ୍ଲୀ: କାନପୁର ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିବ ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ ଉପରେ କବଜା କରିବାକୁ ଲକ୍ଷ୍ୟ କରିଛି ।…