ସବୁ ପରିସ୍ଥିତିରେ ଅନ୍ତରୀଣ ସରକାରଙ୍କୁ ସମର୍ଥନ କରିବୁ; ବାଂଲାଦେଶ ସେନା ମୁଖ୍ୟ

ନୂଆଦିଲ୍ଲୀ: ବାଂଲାଦେଶର ସେନା ମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ୍ ରଏଟର୍ସ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଦେଶରେ ନିର୍ବାଚନ ପାଇଁ ସେ ଅନ୍ତରୀଣ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ସଂସ୍କାର…

ବାଲେଶ୍ବର ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାଲେଶ୍ବର ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା । ସମୀକ୍ଷା ପରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ମରାମତି ପାଇଁ…

ଏମ୍ବିବିଏସ୍ ପାଠ୍ୟକ୍ରମ ପାଇଁ NRI କୋଟା ମାମଲା; ଏହାକୁ ଠକେଇ ଘୋଷଣା କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଏମ୍ବିବିଏସ୍ ପାଠପଢ଼ା ପାଇଁ ଏନଆରଆଇ କୋଟା ସଂକ୍ରାନ୍ତ ପଞ୍ଜାବ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମଲେଖା…

ଆସୁଛନ୍ତି ମା’ ଦୁର୍ଗା… କେଉଁ ଦିନରୁ ଆରମ୍ଭ ହେବ ଶାରଦୀୟ ନବରାତ୍ରୀ? ପୂଜା ପାଇବେ ଦୁର୍ଗତି ନାଶିନୀ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ କୁବ ଧୁମଧାମରେ ପାଳନ କରାଯାଏ ଶାରଦୀୟ ଦୁର୍ଗାପୂଜା । ଆଶ୍ୱୀନ ମାସର ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୁଏ ମା’ ଦୁର୍ଗାଙ୍କ ପୂଜାର ସମ୍ଭାର । ଏହି ଦିନରୁ ନବରାତ୍ରୀ ଆରମ୍ଭ…

ଭରତପୁର ଥାନା ବିବାଦ; ମେଜର ଓ ବାନ୍ଧବୀଙ୍କୁ ମିଳିଲା PSO, ରହିବେ ୨୪ ଘଣ୍ଟିଆ ସୁରକ୍ଷାରେ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପରେ ପରେ ବିବାଦ ବଢ଼ିଥିଲା । ଏହାକୁ ଦୃଷ୍ଟିରେ ରଖି ମେଜର ଓ ତାଙ୍କ ବାନ୍ଧବୀ ମାଗିଥିଲେ ସୁରକ୍ଷା । ପିଏସ୍‌ଓ ଯୋଗାଇଲା କମିଶନରେଟ୍‌ ପୁଲିସ…

Video; ଆଖି ପିଛୁଳାକେ ଦୁଇ ମହଲା ଘରକୁ ନିଜ ଗର୍ଭକୁ ଟାଣି ନେଲା ନଈ, ଆଶ୍ଚର୍ଯ୍ୟ ହେଲେ ଦେଖଣାହାରୀ

ପାଟନା: ଲଗାଣ ବର୍ଷା ଯୋଗୁଁ ଦେଶର ଅନେକ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସବୁଠି ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିବା ସହ ଲୋକେ ବାସହୀନ ହୋଇପଡ଼ିଛନ୍ତି। କେତେବେଳେ ମୁମ୍ବାଇ ତ କେତେବେଳେ ଗୁଜରାଟ, ବର୍ଷା…

Big Breaking; ମାଟ୍ରିକ ପରୀକ୍ଷାରେ ବୋର୍ଡ ଦେବନି ପ୍ରଶ୍ନପତ୍ର: ନିର୍ଦ୍ଧାରିତ ସମୟରେ ହେବ ପରୀକ୍ଷା

ଭୁବନେଶ୍ୱର: ଦଶମ ଷାଣ୍ମାସିକ ପରୀକ୍ଷାକୁ ନେଇ ସବୁଠାରୁ ବଡ଼ ଦ୍ୱନ୍ଦ୍ୱ ଦୂର କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ । ଏଥର ଦଶମ ଷାଣ୍ମାସିକ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଯୋଗାଇବନି ବୋଲି ସୂଚନା ଦିଆଯାଇଛି…

Rohit-Ravindra-Ravichandran… ଦ୍ୱିତୀୟ ଟେଷ୍ଟରେ ଇତିହାସ ରଚିବେ ଭାରତର RRR! ସ୍ପେସାଲ ରହିବ କାନପୁର ମ୍ୟାଚ୍

ନୂଆଦିଲ୍ଲୀ: ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟରେ ବିଜୟ ହାସଲ କରିବା ପରେ ସିରିଜ ମୂଳପୋଛ କରିବା ଲକ୍ଷରେ ରହିଛି ଭାରତ । କାନପୁର ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଆରମ୍ଭ କରିଛି ନୂଆ ପ୍ଲାନ । ସେପଟେ ଦ୍ୱିତୀୟ ଟେଷ୍ଟ ଜିତି…

ଟେଲିଗ୍ରାମ୍ ବ୍ୟବହାର କରିବା ପୂର୍ବରୁ ଜାଣନ୍ତୁ ନୂଆ ନିୟମ, ନଚେତ୍ ଯିବାକୁ ପଡ଼ିବ ଜେଲ୍!

ନୂଆଦିଲ୍ଲୀ: ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭ ନିକଟରେ ଘୋଷଣା କରିଛନ୍ତି ଯେ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଉପଭୋକ୍ତାଙ୍କ ବ୍ୟକ୍ତିଗତ ସୂଚନା, ଯେପରିକି ଫୋନ୍ ନମ୍ବର ଏବଂ ଆଇପି ଆଡ୍ରେସ୍ ଆଇନ ପ୍ରବର୍ତ୍ତନ କାରୀ…

ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଘୋଷଣା କଲା ଚୀନ୍

ନୂଆଦିଲ୍ଲୀ: ଚାଇନାର କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଖରାପ ଅର୍ଥନୀତିକୁ ସୁଧାରିବା ପାଇଁ ବିଭିନ୍ନ ପଦକ୍ଷେପ ଘୋଷଣା କରିଛି ଚୀନ୍ । ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନାର ଗଭର୍ଣ୍ଣର ପାନ ଗଙ୍ଗସେଙ୍ଗ ଋଣ ଖର୍ଚ୍ଚ ହ୍ରାସ କରିବା ସହ…