ସିଡନୀ ଟେଷ୍ଟରୁ ବାଦ୍ ପଡ଼ିବେ କି ଋଷଭ ପନ୍ତ? ଜାଣନ୍ତୁ ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ୍ ଇଲେଭେନ
ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ଟେଷ୍ଟ ମ୍ୟାଚ୍ ଜାନୁଆରି ୩ରୁ ଖେଳାଯିବ।…