ଲିଥିୟମ ଭଣ୍ଡାର ଉପରେ ଆତଙ୍କୀ ନଜର , ଭାରତୀୟ କମ୍ପାନୀକୁ ଧମକ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଧଳା ସୁନା ବା ଲିଥିୟମ ଭଣ୍ଡାର ଉପରେ ଆତଙ୍କବାଦୀ ସଂଗଠନର ନଜର ରହିଛି । ସୋମବାର ଏକ ଆତଙ୍କବାଦୀ ସଂଗଠନ ପକ୍ଷରୁ ଭାରତୀୟ କମ୍ପନୀଗୁଡିକୁ ଧମକପୂର୍ଣ୍ଣ ଚିଠି ଯାଇଛି । ସେଥିରେ ଲେଖା…

ପୁଲୱାମା ଆକ୍ରମଣକୁ ୪ ବର୍ଷ , ସହିଦ ଯବାନଙ୍କୁ ମନେ ପକାଇଲେ ମୋଦି, କହିଲେ- ଭୁଲିବେନି ଦେଶବାସୀ

ନୂଆଦିଲ୍ଲୀ : ଭାରତ ଇତିହାସରେ କଳା ଦିବସ ହେଉଛି ଫେବୃଆରୀ ୧୪ । ଏହି ଦିନ ୪୦ ଯବାନଙ୍କୁ ଦେଶ ହରାଇଥିଲା । ଆଜ୍ଞା ହଁ ଆମେ କହୁଛୁ ପୁଲୱାମା ବିସ୍ଫୋରଣ କଥା । କେହି କିଛି ବୁଝିବା ଆଗରୁ ହଠାତ୍ ବିସ୍ଫୋରଣ ହୋଇଥିଲା, ଆଉ…

କରୋନା ପରେ ଆଉ ଏକ ବିପଦ! ଭାରତକୁ ଦୁର୍ଭିକ୍ଷର ଆଶଙ୍କା : ବିଶେଷଜ୍ଞମାନଙ୍କ ଚିନ୍ତା

ନୂଆଦିଲ୍ଲୀ : କରୋନା ମହାମାରୀ ପରେ ଭାରତ ଉପରେ ଝୁଲୁଛି ଆଉ ଏକ ବଡ ବିପଦ । ଭାରତର ବିକାଶ ପଥରେ ଗ୍ଲୋବାଲ ୱାର୍ମିଂ ଏକ ବଡ ସମସ୍ୟା ହୋଇପାରେ। ଏକ ରିପୋର୍ଟ ଅନୁଯାୟୀ, ଭାରତର ପାଗ ବଦଳିବା ହେତୁ ପ୍ରବଳ ଉତ୍ତାପ, ପ୍ରବଳ…

ଭ୍ୟାଲେଣ୍ଟାଇନ୍ ଡେ ରେ ସବୁଠୁ ଦାମୀ ଉପହାର : କିଡନୀ ଦେଇ ବଞ୍ଚାଇଲେ ପତ୍ନୀଙ୍କ ଜୀବନ

ନୂଆଦିଲ୍ଲୀ : ଭ୍ୟାଲେଣ୍ଟାଇନ୍ ଡେ ର ଅର୍ଥ ନୁହେଁ ଯେ କେବଳ ବୁଲିବା, ପାର୍କ ଓ ସିନେମା ହଲରେ ଭିଡ ଜମେଇକି ଟାଇମ୍ ପାସ୍ କରିବା । ପରସ୍ପରକୁ ଉପହାର ଦେଇ ବା ପରସ୍ପରଠାରୁ ଉପହାର ନେଇ ଅଯଥା ଖର୍ଚ୍ଚ କରିବା । ଯେଉଁମାନେ…

ଦୁର୍ଘଟଣା ; ଏନଏଚରେ ଉଡିଗରା କାର, ଅଳ୍ପକେ ବର୍ତ୍ତିଲେ ପୂର୍ବତନ ସାଂସଦ, ନେତାମାନଙ୍କୁ ମିଶାଇ ମୋଟ ୧୧ ଜଣ ଆହତ

ନୂଆଦିଲ୍ଲୀ : ଆରା-ବକ୍ସାର ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ପୂର୍ବତନ ସାଂସଦ ତଥା ଜନ ଅଧିକାର ପାର୍ଟିର ସଂଯୋଜକ ପପୁ ଯାଦବ ଅଳ୍ପକେ ବର୍ତ୍ତିଯାଛନ୍ତି । ଏଥିସହ ଏହି ସଡ଼କ ଦୁର୍ଘଟଣାରେ ୨…

ବାଣ ରୋଷଣୀ ହେଲା କାଳ, ଜଳିଗଲା ବସ୍ତି, ୧୧ ବକରା ଧ୍ୱଂସ

ଭୁବନେଶ୍ୱର : କାହା ପାଇଁ ଖୁସି ତ ଅନ୍ୟ କାହା ପାଇଁ ଦୁଃଖ । ଖୁସୀର ଦ୍ୱୀପ ଘରେ ଜଳୁଥିବା ବେଳେ ସେହି ନିଆଁ ଅନ୍ୟ କହାର ଘର ଜାଳିଦେଇଛି । ବର ବାହାରିଲା , ରୋଷଣୀ ହେଲା, ବାଣ ବି ଫୁଟିଲା ହେଲେ ସେହି ବାଣ ନିଆଁରେ ଅନ୍ୟ…

ଭାଲେଣ୍ଟାଇନ୍ ଡେ ସ୍ପେଶାଲ୍ : ମୃତ୍ୟୁ ପରେ ବି ବଞ୍ଚିଛି ପ୍ରେମ, ୩୨ ବର୍ଷ ମୃତ ପତ୍ନୀଙ୍କ ସହ ଅମର ହେଲେ ବୃଦ୍ଧ

ଭୁବନେଶ୍ୱର : ପ୍ରେମ ମରେନି କିମ୍ବା ସରେନି । ସାଶ୍ୱତ ପ୍ରେମ ସର୍ବଦା ଜୀବିତ । ଏହାକୁ ଭିତ୍ତି କରି ଆମେ ସମସ୍ତେ ହିର ରାଞ୍ଜା, ରୋମିଓ ଜୁଲିଏଟ୍, ଲେଲା-ମଜନୁଙ୍କ ପ୍ରେମ କାହାଣୀ ଶୁଣିଛେ । ଶାହଜାହାନ୍ ମଧ୍ୟ ପତ୍ନୀଙ୍କ…

ମୋଦୀଙ୍କୁ ଭେଟିଲେ ମାସ ଲେଫ୍ କମେଡିଆନ୍ ଶ୍ରଦ୍ଧା, ମୋଦି କହିଲେ “ଆୟୋ”….

ସୋସିଆଲ ମିଡିଆ ଲୋକପ୍ରିୟ ଚେହେରା ଶ୍ରଦ୍ଧା ଜୈନ । ଲୋକେ ତାଙ୍କୁ "ଆୟୋ" ନାମରେ ଜାଣନ୍ତି । ତାଙ୍କର ଅନେକ ପୋଷ୍ଟ ସୋସିଆଲ ମିଡିଆରେ ହଇଚୟୀ ମଚାଏ, କିନ୍ତୁ ଏଥର ପୋଷ୍ଟ କୌଣସି ପ୍ରସଙ୍ଗକୁ ନେଇ ନୁହେଁ ବରଂ…

କିଏ ରାଜ୍ୟପାଳ, ତ କିଏ ରାଜ୍ୟସଭା… ଜାଣନ୍ତୁ ଅଯୋଧ୍ୟା ମାମଲାରେ ଶୁଣାଣି କରିଥିବା ଜଜ୍‌ମାନେ ଏବେ କେଉଁଠି

ନୂଆଦିଲ୍ଲୀ : ବିଜେପି ସରକାର କ୍ଷମତାକୁ ଆସିଲା ପରେ ସୁପ୍ରିମକୋର୍ଟର ବିଚାର କେନ୍ଦ୍ର ସରକାର ସାପେକ୍ଷ ହେଉଛି । ତେଣୁ କେନ୍ଦ୍ର ସରକାର ସପକ୍ଷରେ ରାୟ ଦେଇଥିବା ବିଚାରପତିମାନଙ୍କୁ ବଡ ଧରଣର ଉପହାର ମିଳୁଛି ବା ଏମିତି…

ମନ ଜିଣିଲା ଟି-୨୦ ମହିଳା ୱାଲ୍ଡ କପ୍ ; ଯାହା କରିପାରିଲାନି ଦେଶ, ତାହା କରି ଦେଖାଇଲେ ମହିଳା କ୍ରିକେଟ୍ ଦଳ

ନୂଆଦିଲ୍ଲୀ : ଟି-୨୦ ୱାଲ୍ଡ କପ୍ ୨୦୨୩ରେ ଭାରତୀୟ ମହିଳା ଦଳ ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି । ରବିବାର ହୋଇଥିବା ମ୍ୟାଚ୍ ରେ ପାକିସ୍ତାନକୁ ୭ ୱିକେଟରେ ହରାଇ ଭାରତୀୟ ମହିଳା କ୍ରିକେଟ୍ ଦଳ ରଚିଛି । କେବଳ ସେତିକି…