IND vs ENG ଶେଷ ୩ ଟେଷ୍ଟ ପାଇଁ ଆଜି ହେବ ଦଳ ଘୋଷଣା! ଏହି ଖେଳାଳିମାନଙ୍କୁ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ୩ଟି ଟେଷ୍ଟ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇପାରେ । ତେଣୁ ଏହି ଦଳରେ କେଉଁ ଖେଳାଳିମାନଙ୍କୁ ସୁଯୋଗ ମିଳିବ, ସେ ନେଇ ଚର୍ଚ୍ଚା ଲାଗି ରହିଛି । ବିଶେଷ କରି ପୂର୍ବତନ ଅଧିନାୟକ ବିରାଟ…