PM ଆବାସ ଯୋଜନାକୁ ନେଇ ଖୁସି ଖବର: ୬ ଲକ୍ଷ ଘରକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ସହରରେ ଗରିବ ତଥା ମଧ୍ୟମ ବର୍ଗର ଲୋକମାନଙ୍କୁ ଖୁସିର ଖବର ଦେଇଛନ୍ତି କେନ୍ଦ୍ର ସରକାର । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଉପଲବ୍ଧ କରାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ଦେଇଛନ୍ତି ଗ୍ରୀନ ସିଗନାଲ । ପିଏମ…

୧୮ ବର୍ଷ ବୟସରେ ବିଶ୍ୱ ଚେସ୍ ଚାମ୍ପିୟନ ହେଲେ ଗୁକେଶ; ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଚାମ୍ପିୟନ

ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ବିଶ୍ୱ ଚେସ୍ ଚାମ୍ପିୟନଶିପ୍ ଜିତିଛନ୍ତି। ଏପରି କରିବାରେ ସେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି । ତାଙ୍କ ବୟସ ମାତ୍ର ୧୮ ବର୍ଷ । ସେ ୧୪ତମ ମ୍ୟାଚ୍ ରେ…

ଯାଜପୁର: ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ: ଚାଷୀ-ବ୍ୟବସାୟୀଙ୍କ ଦାବି ଉପରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି

ଯାଜପୁର: ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ । ବିରଜା ହାଟକୁ ନେଇ ଯାଜପୁର ଜିଲ୍ଲାପାଳଙ୍କ ନିଷ୍ପତ୍ତି । ୧୧ ମାସ ତଳେ ସନ୍ଥମାଧବକୁ ସ୍ଥାନାନ୍ତର ହୋଇଥିଲା ହାଟ । ପୁରୁଣା ସ୍ଥାନକୁ ଫେରିବା ପାଇଁ ଦାବି କରିଥିଲେ ଚାଷୀ…

Love-Sex-Romanceକୁ ନେଇ ନୂଆ କୋର୍ସ: ଏହିସବୁ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ‘ପ୍ରେମର ନୂଆ ଫର୍ମୁଲା’

ନୂଆଦିଲ୍ଲୀ: କଲେଜ ପାଠ୍ୟପୁସ୍ତକରେ ସାମିଲ ହୋଇଛି ପ୍ରେମର ଏକ ନୂଆ କୋର୍ସ । ଏଣିକି କଲେଜ ପିଲାଙ୍କୁ ପଢାଯିବ ‘ପ୍ରେମର ନୂଆ ଫର୍ମୁଲା’ । କେବଳ ପ୍ରେମ ନୁହେଁ, ପ୍ରେମ ସହିତ ବିବାହ, ରୋମାନ୍ସ ଏବଂ ସେକ୍ସ ଭଳି ଟପିକ୍…

ସ୍କୁଲ ଯିବାକୁ କହିଲା ମା’, ମାରିଦେଲା ପୁଅ: ବାପା ଓ ପୁଲିସଙ୍କୁ ଏମିତି କହିଲା ନାବାଳକ

ଗୋରଖପୁର: ସ୍କୁଲ ଯିବାକୁ କହିବାରୁ ମା'କୁ ମାରିଦେଲା ପୁଅ। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ଜଣେ ବୈଜ୍ଞାନିକଙ୍କ ନାବାଳକ ପୁଅ ନିଜ ଘରେ ନିଜ…

PM Kisan Yojna: ଏ ବର୍ଷ ଆସିବନି ୧୯ତମ କିସ୍ତି? ଅପେକ୍ଷାରେ କୃଷକ, କେବେ ସରକାର ପଠାଇବେ ଯୋଜନାର ପରବର୍ତ୍ତୀ ଟଙ୍କା?

ନୂଆଦିଲ୍ଲୀ: କୃଷକମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପିଏମ କିସାନ ଯୋଜନା ଜାରି ରଖିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ବଡ ଯୋଜନା ମଧ୍ୟରୁ PM Kisan Samman…

ବାଜିରେ WTC ଫାଇନାଲ ଟିକେଟ… 3rd ଟେଷ୍ଟ ପାଇଁ ନୂଆ ଚାଲ୍ ଖେଳିବେ ଗୁରୁ ଗମ୍ଭୀର? ବଦଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ପରାଜୟ ଟିମ ଇଣ୍ଡିଆ ପାଇଁ ଖୁବ ମହଙ୍ଗା ପଡ଼ିଛି । ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ ପାଇଁ ଟିକେଟ ପାଇବା ଆଶା ଧିରେ ଧିରେ କ୍ଷୀଣ ହେବାରେ ଲାଗିଛି ।…

ଆତ୍ମହତ୍ୟା ପଛରେ ଜନ୍ମ ଜାତକରେ ଗ୍ରହମାନଙ୍କ ଭୂମିକା, କିପରି କରିବେ ପ୍ରତିକାର?

ଭୁବନେଶ୍ୱର: ବେଙ୍ଗାଲୁରୁର ଆଇଟି ପ୍ରଫେସନାଲ ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସମଗ୍ର ଦେଶ ସ୍ତବ୍ଧ। ଗୋଟେପଟେ ଦେଖିଲେ ହିନ୍ଦୁ ଧର୍ମରେ ଆତ୍ମହତ୍ୟାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଶାସ୍ତ୍ରରେ ଏହାକୁ…

ଚାଲୁନି WhatsApp, ଅଟକିଲା Facebook… ୟୁଜରଙ୍କୁ ଝଟକା ଦେଲା Meta କମ୍ପାନୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଖୁବ ଲୋକପ୍ରିୟ ସାଜିଛି ସୋସିଆଲ ମିଡିଆ । ଫାଙ୍କା ସମୟ ଅତିବାହିତ କରିବା ପାଇଁ ସୋସିଆଲ ମିଡିଆ ସବୁଠାରୁ ଭଲ ଏବଂ ସହଜ ଉପାୟ ପାଲଟିଛି । ତେବେ ମେଟା ଅଧୀନରେ ଥିବା ବିଭିନ୍ନ ସୋସିଆଲ…

ଭୁଲରେ ବି ଘରେ ରଖନ୍ତୁନି ଏହି ଗଛ, ପିଲାମାନଙ୍କ ପାଇଁ ଆସିପାରେ ବଡ଼ ବିପଦ

ଓଡ଼ିଶା ଭାସ୍କର: ଘରେ ଗଛ ରଖିବା ଦ୍ୱାରା ଅନେକ ଫାଇଦା ହୋଇଥାଏ । ଏହାର ବାସ୍ନା ଏବଂ ସୁନ୍ଦରତା ଘରେ ଏକ ଅନୁକୂଳ ପରିବେଶ ସୃଷ୍ଟି କରେ । ଯେପରିକି ଘରର ସୁନ୍ଦରତା ବଢ଼ାଏ, ଶୋଇବାରେ ସାହାଯ୍ୟ କରେ, ଚିନ୍ତା ଦୂର କରେ ।…