INDvsENG; ଟେଷ୍ଟ୍ ସିରିଜରେ ଜାଡେଜା-ଅଶ୍ୱିନଙ୍କୁ ମୁକାବିଲା କରିବା ଇଂଲଣ୍ଡ ପାଇଁ ସବୁଠୁ ବଡ଼ ସମସ୍ୟା

ମୁମ୍ଵାଇ: ଜାନୁଆରିରୁ ଆରମ୍ଭ ହେବାକୁ ଥିବା ୫ ଟିକିଆ ଟେଷ୍ଟ ସିରିଜରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାିଇଦେବେ ଭାରତର ସ୍ପିନର ରବୀନ୍ଦ୍ର ଜାଡେଜା ଓ ଆର ଅଶ୍ୱିନ। ଜାଡେଜା-ଅଶ୍ୱିନ ଯୋଡ଼ି ଟେଷ୍ଟ କ୍ରିକେଟର ସବୁଠାରୁ…

କଟକ SCB ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ

କଟକ: କଟକ SCBର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଯାଇଛି । SCB ମେଡ଼ିକାଲ କଲେଜରେ ୬୯ ବୟସରେ ତାଙ୍କର ଦେହାନ୍ତ ହୋଇଛି। କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ…

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ଖେଳିବେନି କୋହଲି; ଭାରତୀୟ ଦଳ ଉପରେ କ’ଣ ରହିବ ପ୍ରଭାବ?

ଓଡ଼ିଶା ଭାସ୍କର: ଜାନୁଆରୀ ୨୫ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ରେ ବିରାଟ କୋହଲି ଖେଳିବେ ନାହିଁ। ବିସିସିଆଇର ସୂଚନା ଅନୁଯାୟୀ ବିରାଟ ବ୍ୟକ୍ତିଗତ କାରଣରୁ…

ହେ ଭଗବାନ୍! ଅନ୍ତରୀକ୍ଷରୁ ଆସି ପୃଥିବୀ ଉପରେ ଫାଟିଲା ଉଲକାପିଣ୍ଡ: କ’ଣ କହିଲେ ବୈଜ୍ଞାନିକ?

ନୂଆଦିଲ୍ଲୀ: ଅଚାନକ ଏକ ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଛି । ଅନ୍ତରୀକ୍ଷରୁ ଏକ ବିଶାଳ ଆଷ୍ଟ୍ରଏଡ ଆସି ଏକ ଦେଶ ଉପରେ ଫାଟି ଯାଇଥିବା ଜାଣିବାକୁ ମିଳିଛି । ଗତ ଜାନୁୟାରୀ ୨୧ ତାରିଖରେ ଜର୍ମାନୀରେ ଏକ ଆଶ୍ଚର୍ଯ୍ୟଜନକ…

ଭଡ଼ା ଗାଡ଼ିରେ ଲୁଟ୍; ଓୟୋରେ ଅଏସ୍…., ପୋଲିସ କବଜାରେ ରଙ୍ଗା-ରାଓ ଗ୍ୟାଙ୍ଗ୍

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ପୋଲିସକୁ ଚକମା ଦେବାପାଇଁ ବାଇକ ରେଣ୍ଟ ରେ ଆଣୁଥିଲେ । ରେଣ୍ଟାଲ ବାଇକରେ ଲୁଟପାଟ କରୁଥିଲେ । ରାଜରାସ୍ତାରେ ଚେନ ଓ ମୋବାଇଲ ଝାମ୍ପି ରାଜଧାନିବାସୀଙ୍କ ନିଦ ହଯାଇ ଦେଇଥିବା ଏକ ଲୁଟେରା…

ଗିଲ୍-ମନ୍ଧାନା ହେଲେ କ୍ରିକେଟର ଅଫ୍ ଦ ଇୟର: ଶାସ୍ତ୍ରୀଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ

ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ବାର୍ଷିକ ପୁରସ୍କାର ଘୋଷଣା କରିଛି। ପୁରସ୍କାର ମଙ୍ଗଳବାର ହାଇଦ୍ରାବାଦରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ଗୁରୁବାର ଦିନ ଭାରତ…

ରାମ ମନ୍ଦିର ନିର୍ମାଣ ଉପରେ କ’ଣ କହୁଛନ୍ତି ଇସ୍ଲାମିକ ଦେଶ?

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଓ ପ୍ରାମ ପ୍ରତିଷ୍ଠାକୁ ନେଇ ଅର୍ଗାନାଇଜେସନ୍ ଅଫ୍ ଇସଲାମିକ କୋଅପରେସନ୍ (ଓଆଇସି) ଗମ୍ଭୀର ଉଦ୍ବେଗ ପ୍ରକାଶ କରିଛି। ଓଆଇସି ସାଧାରଣ ସଚିବାଳୟ ଏକ ବିବୃତିରେ କହିଛି ଯେ,…

AFC Asian Cup-2023; ଲଜ୍ଜାଜନକ ପରିସ୍ଥିତିରେ ବାଦ୍ ପଡ଼ିଲା ଟିମ ଇଣ୍ଡିଆ: ଗୋଲ୍ କରିବା ପୂର୍ବରୁ ଯାତ୍ରା ଶେଷ

ନୂଆଦିଲ୍ଲୀ: ଏଏଫସି ଏସିଆନ୍ କପ୍-୨୦୨୩(AFC asian Cup-2023) ରୁ ବାଦ୍ ପଡ଼ିଛି ଟିମ ଇଣ୍ଡିଆ । ଶେଷ ମ୍ୟାଚରେ ଏକ ଲଜ୍ଜାଜନକ ଭାବରେ ପରାସ୍ତ ହୋଇଛି ଭାରତୀୟ ଦଳ । ସିରିୟା ବିପକ୍ଷ ଆଜିର ମ୍ୟାଚରେ ଦଳ ୧-୦ରେ ପରାଜୟର…

ମନମୁଖୀ କାର୍ଯ୍ୟ ପାଇଁ ସତ୍ତା ହରାଇବାକୁ ଯାଉଛି ଅଳକା… ନିର୍ବାଚିତ ବୋର୍ଡ ସଦସ୍ୟଙ୍କ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ପାଇକାରୀ ସମବାୟ ଭଣ୍ଡାର ଲିମିଟେଡ(ଅଳକା)ର ବିଭିନ୍ନ ଦୁର୍ନୀତି ଓ ଅନିୟମିତତା କାର୍ଯ୍ୟ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୋର୍ଡର ନିର୍ବାଚିତ ସଦସ୍ୟ । ଏ ସମ୍ପର୍କରେ ରାଜ୍ୟ ସମବାୟ ସମିତି…

ଇଂଲଣ୍ଡ ସିରିଜରେ No.1 ସ୍ପିନର ହେବେ ଅଶ୍ୱୀନ! ଏତିକି ପାଦ ଦୂରରେ ଷ୍ଟାର ବୋଲର

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ । ହାଇଦ୍ରାବାଦରେ ଏହି ସିରିଜର ପ୍ରଥମ ମ୍ୟାଚ ଖେଳିବେ ଉଭୟ ଦଳ । ତେବେ ଏହି ସିରିଜକୁ ନେଇ ଉଭୟ ଦଳ କଠିନ ପରିଶ୍ରମ କରୁଥିବା…