(video)ଦୁନିଆକୁ ଅଲ୍ବିଦା କହିବା ପୂର୍ବରୁ ଲତାଜୀ ରେକର୍ଡ କରିଥିଲେ ପ୍ରଭୁ ଶ୍ରୀରାମଙ୍କ ଏହି ଶ୍ଲୋକ, ପ୍ରଧାନମନ୍ତ୍ରୀ ମୋଦୀ ସେୟାର କଲେ…
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ଦେଶର କୋଣ ଅନୁକୋଣରେ ଲୋକମାନେ ଏହାକୁ ଏକ ପର୍ବ ଭାବରେ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଜନତାଙ୍କୁ ଏହି…