ମମତା ବେଇମାନ, ଅହଂକାରୀ, ସୋନିଆ କେବେ ବି ଭିକ ମାଗିବେ ନାହିଁ; ପୁଣି ଗର୍ଜିଲେ ଅଧୀର ରଞ୍ଜନ
ନୂଆଦିଲ୍ଲୀ:କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣି ଥରେ ଟିଏମସି ସୁପ୍ରିମୋ ମାୟାବତୀଙ୍କ ଉପରେ ଗର୍ଜିଛନ୍ତି । ମିଡିଆ ସହ ଆଲୋଚନା ସମୟରେ ଅଧୀର ରଞ୍ଜନ କହିଛନ୍ତି ସେହି ମହିଳା କେତେ ବେଇମାନ କେତେ ଅହଂକାରୀ ଏହା…