ଏହି ଭୁଲ ଯୋଗୁଁ କୁବୁଜା ରହି ଯାଇଥିଲା ମନ୍ଥରା: ରାମ-ଲକ୍ଷ୍ମଣଙ୍କୁ ପଠାଇଥିଲା ବନବାସ

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରଭୁ ଭବ୍ୟ ମନ୍ଦିର ନିର୍ମାଣକୁ ନେଇ ବର୍ତ୍ତମାନ ସାରା ଦେଶରେ ଆନନ୍ଦର ଲହରୀ ଖେଳିଯାଇଛି । ଏହାସହିତ ରାମାୟଣ ଯୁଗର ଶ୍ରୀରାମଙ୍କ କାହାଣୀକୁ ମଧ୍ୟ ମନେ ପକାଉଛନ୍ତି ଭାରତବାସୀ…

ନାସା ଚନ୍ଦ୍ରକୁ ପଠାଇବନି ‘ମୁନ୍ ମିଶନ୍’… ଜହ୍ନ ରାଇଜକୁ ଯିବେନି କେହି ଅନ୍ତରୀକ୍ଷ ଯାତ୍ରୀ

ନୂଆଦିଲ୍ଲୀ: ଆମେରିକାର ସ୍ପେସ ଏଜେନ୍ସି ନାସା ନିଜର ମୁନ୍ ମିଶନ୍ କୁ ନେଇ ଏକ ବଡ଼ ଖୁଲାସା କରିଛି । ଭାରତ(ଇସ୍ରୋ)ର ଚନ୍ଦ୍ରଯାନ-୩ ଜହ୍ନ ରାଇଜର ଦକ୍ଷିଣ ମେରୁରେ ପାଦ ଥାପିବା ସହ ଏକ ଇତିହାସ ସୃଷ୍ଟି କରିଛି । କିନ୍ତୁ…

ଭିତରକନିକା ଅଭୟାରଣ୍ୟରେ କେତେ ଅଛନ୍ତି କୁମ୍ଭୀର? ୨୨ଟି ଟିମ କରୁଛି ଗଣନା

ପଟ୍ଟାମୁଣ୍ଡାଇ: ଚିଲିକା, ଅସ୍ତରଙ୍ଗ ସମେତ ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଜାରି ରହିଥିବା ବେଳେ ଭିତରକନିକାରେ ଏବେ କୁମ୍ଭୀର ଗଣନା ଆରମ୍ଭ ହୋଇଯାଇଛି । ଅଭୟାରଣ୍ୟର ମୋଟ ୪ଟି ରେଞ୍ଜରେ ପକ୍ଷୀଗଣନା କରାଯାଉଛି ।…

CISFକୁ ମିଳିଲା ଅଯୋଧ୍ୟା ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ଉତ୍ସବରେ ଅନେକ ବଡ଼ ବଡ଼ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ସୁରୀକ୍ଷା…

ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଗସ୍ତ ପରେ ଏବେ ଗୁଗୁଲ୍ ସର୍ଚ୍ଚ ଏବଂ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଲାକ୍ଷାଦ୍ୱୀପ

ଓଡ଼ିଶଆ ଭାସ୍କର: ସୋସିଆଲ୍ ମିଡିଆରେ ମାଳଦ୍ବୀପକୁ ନେଇ ଚର୍ଚ୍ଚା ଜୋର ଧରିଛି। ମାଳଦ୍ବୀପକୁ ଛୁଟି କଟାଇବାକୁ ଯିବା ପାଇଁ ଯୋଜନା କରୁଥିବା ବହୁ ସଂଖ୍ୟାରେ ଭାରତୀୟ ସେମାନଙ୍କ ଟ୍ରିପ୍ ବାତିଲ୍ କରୁଛନ୍ତି। ଭାରତୀୟ…

(Video) ପାଣିରେ ଫୁଟ୍‌ବଲ ଧରି ମଜା ନେଇ ଖେଳୁଛି ବାଘ; ଭାଇରାଲ ହେଉଛି ଭିଡିଓ…

ଓଡ଼ିଶା ଭାସ୍କର: ଆମେ ସବୁବେଳେ ପଶୁମାନଙ୍କ ବିଭିନ୍ନ ଆଚରଣକୁ ଦେଖିବାକୁ ଉତ୍ସୁକ ରହିଥାନ୍ତି। ତାହା ଟେଲିଭିଜନ ପରଦାରେ ହେଉ କି ମୋବାଇଲ, କିମ୍ବା ବୁଲାବୁଲି କରିବା ସମୟରେ ଆମେ ବିଭିନ୍ନ ପଶୁ-ପକ୍ଷୀ ଓ ସେମାନଙ୍କ ଅଚରଣ…

ମା’-ମମତାର ଶ୍ରେଷ୍ଠ ଉଦାହରଣ; ପୁଅ ମୃତ୍ୟୁ ଖବର ଶୁଣି ହୃଦଘାତରେ ଆଖି ବୁଜିଲା ସାବତ ମାଆ

ଓଡ଼ିଶା ଭାସ୍କର: ସମାଜରେ ସାବତ ମାଆକୁ ଲୋକ କଳଙ୍କ ଓ ଅପବାଦର ନାଁ ଦେଇଥାନ୍ତି। ହେଲେ ଏମିତି ବି କିଛି ମାଆ ଅଛନ୍ତି ସେମାନେ ମାତୃତ୍ୱର ଧର୍ମ ପାଳନକରି ମହାନ ପାଲଟିଯାଆନ୍ତି। ସେମିତି ଏକ ଖବର ଆସିଛି, ଯିଏ ସାବତ ପୁଅର…

(Video) ରାମମନ୍ଦିର ପ୍ରତିଷ୍ଠାକୁ ନେଇ ଆମେରିକାରେ ହେଲା ରାସ୍ତା ଜାମ୍; ଶହ ଶହ ଗାଡ଼ିରେ ଉଡ଼ିଲା ଶ୍ରୀରାମଙ୍କ ଧ୍ଵଜା

ଓଡ଼ିଶା ଭାସ୍କର: ରାମ ମନ୍ଦିର ପାଇଁ ଆମେରିକାରେ ଭିଡ଼, ଆମେରିକା ରାସ୍ତାରେ ଶହ ଶହ ଲୋକ । ସମସ୍ତଙ୍କ ମୁହଁରେ କେବଳ ଜୟ ଶ୍ରୀରାମ, ଭାରତର ରାମ ମନ୍ଦିର ହେବ ବିଶ୍ୱ ପ୍ରସିଦ୍ଧ ।  ଏହି ଦୃଶ୍ୟ ହେଉଛି ଆମେରିକାର ସେହିଭଳି…

ବିମାନ ଦୁର୍ଘଟଣାରେ ହଲିଉଡ୍ ଅଭିନେତାଙ୍କ ମୃତ୍ୟୁ; ହୃଦୟବିଦାରକ ଦୃଶ୍ୟକୁ ବଖାଣିଲେ ପରିବାର ଲୋକ

ଓଡ଼ିଶା ଭାସ୍କର: ବିମାନ ଦୁର୍ଘଟଣାରେ ଅଭିନେତାଙ୍କ ମୃତ୍ୟୁ। ସେହି ହୃଦୟବିଦାରକ ଦୃଶ୍ୟକୁ ବଖାଣିଲେ ପରିବାର ଲୋକ। ହଲିଉଡ୍ ଅଭିନେତା ଖ୍ରୀଷ୍ଟିଆନ ଅଲିଭରଙ୍କ ମୃତ୍ୟୁକୁ ନୋଇ ଗଭୀର ଶୋକ ପ୍ରକାଶ କରିଛନ୍ତି…

ମହିଳାଙ୍କ ଗାଧୋଇବାର ଭିଡିଓ ରେକର୍ଡିଂ କରୁଥିଲା ଯୁବକ; ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗାଁ ଲୋକ

ହୁବଲି: କର୍ଣ୍ଣାଟକର ହୁବଲି ଜିଲ୍ଲାରେ ଜଣେ ମହିଳା ନିଜ ଘରେ ଗାଧୋଉଥିବାର ଭିଡିଓ ରେକର୍ଡିଂ କରୁଥିବା ବେଳେ ଧରାପଡ଼ିବା ପରେ ଜଣେ ବ୍ୟକ୍ତିଙ୍କୁ ଗାଁ ଲୋକ ମାଡ଼ ମାରିଛନ୍ତି । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି,…