ନୂଆବର୍ଷରେ ପ୍ରଥମ ବିଗ୍ ବଚତ୍ ଧମାଲ ସେଲ୍ ; ଶସ୍ତାରେ କିଣି ନିଅନ୍ତୁ ଏହିସବୁ ସାମଗ୍ରୀ, ସମୟ ବହୁତ କମ୍‌

ନୂଆଦିଲ୍ଲୀ: ନୂଆବର୍ଷରେ ଫ୍ଲିପକାର୍ଟ ଏହାର ପ୍ରଥମ ବିଗ୍ ବଚତ୍ ଧମାଲ ସେଲ୍ Big Bachat Dhamaal Sale ନେଇ ଘୋଷଣା କରିସାରିଛି । ଏହି ସେଲ୍‌ରେ ଇ-କମର୍ସ କମ୍ପାନୀ ଦ୍ୱାରା ୧ ଲକ୍ଷରୁ ଅଧିକ ସାମଗ୍ରୀ ଉପରେ ୮୦%…

ବ୍ରିଟେନରୁ ଆସିଲା ଭୟାନକ ମାମଲା, ଅନଲାଇନରେ ଗେମ୍ ଖେଳୁଥିବା ନାବାଳିକା ସହ ଭର୍ଚୁଆଲି ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ବ୍ରିଟେନରୁ ଦୁଷ୍କର୍ମ ସହ ଜଡିତ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ୧୬ ବର୍ଷୀୟା ନାବାଳିକା ସହିତ ଅନଲାଇନ୍ ମେଟାଭର୍ସ ଗେମ୍‌ରେ ଗଣଦୁଷ୍କର୍ମ ହୋଇଛି । ଏହାକୁ ନେଇ ପୋଲିସ ଏବେ ଯାଞ୍ଚ ଆରମ୍ଭ…

‘ରାମ ଆଏଙ୍ଗେ..’ ଭଜନରେ ମନ୍ତ୍ରମୁଗ୍ଧ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସେୟାର କଲେ ୟୁଟ୍ୟୁବ୍ ଲିଙ୍କ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଜାନୁୟାରୀ ୨୨ ତାରିଖରେ ରାମ ମନ୍ଦିର ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ । ମନ୍ଦିର…

ବଢିଲା ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ, ଜାଣି ନିଅନ୍ତୁ ବିଭିନ୍ନ ଷ୍ଟ୍ରିମ୍‌ରେ କେତେ ଷ୍ଟାଇପେଣ୍ଡ ବଢାଇଲେ ସରକାର

ଭୁବନେଶ୍ୱର: ବଢିଲା ନର୍ସିଂ ଓ ଫାର୍ମାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ସରକାର ବିଭିିନ୍ନ ଷ୍ଟ୍ରିମ୍‌ରେ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି । ଫଳରେ ଏବେ ସେମାନଙ୍କ ଉପରେ ଆଉ ଅଧିକ ଆର୍ଥିକ ବୋଝ ପଡିବ ନାହିଁ ।…

(Video) ଏହି ଦଣ୍ଡକୁ ଥରୁଟିଏ ଛୁଇଁଲେ ବଞ୍ଚି ଉଠିବ ମଲା ମଣିଷ! ଏଇଠି ରହିଛି ଚମକ୍ରାରୀ ବ୍ରହ୍ମଦଣ୍ଡ

ଓଡ଼ିଶା ଭାସ୍କର: କ୍ୟାନ୍ସର, ଡାଇବେଟିସ୍ , ପାରାଲିସିସ ଭଳି ମାରାତ୍ମକ ରୋଗ ଖୁବଶୀଘ୍ର ଭଲ ହୋଇଯିବ । ଜନ୍ମରୁ କଥା କହି ପାରୁ ନଥିବା ବ୍ୟକ୍ତି ହଠାତ କଥା କହିବା, ଚାଲି ପାରୁ ନଥିବା ବ୍ୟକ୍ତି ହଠାତ ଉଠି ଦୌଡିବା ଭଳି…

ଶରୀରରେ Tattoo ବନାଉଛନ୍ତି କି? ସାବଧାନ, ହୋଇପାରେ ଭୟଙ୍କର ରୋଗ

ଓଡ଼ିଶା ଭାସ୍କର: ଯୁଗ ବଦଳିବା ସାଙ୍ଗକୁ ବଦଳୁଛି ଲୋକଙ୍କ ଫେଶନ୍ ଷ୍ଟାଇଲ । ନୂଆ ଡିଜାଇନର ପୋଷାକ ସାଙ୍ଗକୁ ହେୟାର ଷ୍ଟାଇଲ, ୟା ସହିତ ଦେହରେ ଟାଟୁ ଅଧିକାଂଶ ଲୋକଙ୍କୁ ନୂଆ ଲୁକ୍ ଦେଇଛି । ପୂର୍ବରୁ କେବଳ…

ଏବେ ଲାଗୁ ହେବନି ନୂଆ Hit And Run ନିୟମ: ସରକାର ଦେଲେ ଭରସା

ନୂଆଦିଲ୍ଲୀ: ୩ଟି ନୂଆ କ୍ରିମିନାଲ ଲ’ ବିପକ୍ଷରେ ହଡ଼ତାଳ ପରେ ଟ୍ରାନ୍ସପୋର୍ଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଯାଇଛି । ନୂଆ ନିୟମରେ ହିଟ୍ ଆଣ୍ଡ ରନ୍ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନକୁ ନେଇ ଡ୍ରାଇଭର…

ଭାଇରାଲ ହେଉଛି ଅଯୋଧ୍ୟା ରାମ ମନ୍ଦିରର ନିମନ୍ତ୍ରଣ ପତ୍ର ଭିଡିଓ: ଦେଖନ୍ତୁ କିପରି ରହିଛି କାର୍ଡର ଦୃଶ୍ୟ….

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିରର ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ ଆଗାମୀ ୨୨ ଜାନୁଆରୀ ୧୨ଟା ୨୦ ମିନିଟରେ ହେବ । ରାମ ମନ୍ଦିରର ନିର୍ମାଣ କରୁଥିବା ସଂସ୍ଥା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର…

Team Indiaକୁ ମିଳିବେ କି ନୂଆ ଅଧିନାୟକ? ହାର୍ଦ୍ଦିକ-ସୂର୍ଯ୍ୟଙ୍କ ଆହତରେ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ କ୍ରିକେଟ ଦଳରେ ଦେଖିବାକୁ ମିଳିପାରେ ଏକ ବଡ଼ ପରିବର୍ତ୍ତନ । ସମ୍ଭବତଃ ଆସନ୍ତା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଟିମ ଇଣ୍ଡିଆକୁ ଆଉ ଜଣେ…

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ; କାଲିଠୁ ପୁରୀର ସବୁ ଧର୍ମଶାଳାରେ ବୁକିଂ ବନ୍ଦ, ନିମନ୍ତ୍ରିତ ଅତିଥିଙ୍କ ପାଇଁ ସଂରକ୍ଷିତ ରହିବ କୋଠରୀ

ପୁରୀ: କାଲିଠୁ ପୁରୀର ସବୁ ଧର୍ମଶାଳାରେ ବୁକିଂ ବନ୍ଦ । ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । କାଲିଠୁ ସଂରକ୍ଷିତ ରହିବ ପୁରୀର ସବୁ ଧର୍ମଶାଳା ବିଭିନ୍ନ ଧର୍ମାନୁଷ୍ଠାନର କୋଠରୀ ମଧ୍ୟ ସଂରକ୍ଷିତ…