ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ଭୂତ କରୁଥିଲା ଡ୍ୟୁଟି ! ଘଟଣା ପଛର ସତ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ କିଛି ଦିନ ତଳେ ବାଲିଆ ଜିଲ୍ଲା ଗସ୍ତରେ ଯାଇଥିଲେ । ତେବେ ସିଏମ୍‌ଓ ଅଫିସ୍ ପକ୍ଷରୁ ତାଙ୍କ କାର୍ଯ୍ୟକ୍ରମରେ ଏପରି ଜଣେ କର୍ମଚାରୀଙ୍କୁ ଡ୍ୟୁଟିରେ ରଖାଯାଇଥିଲା…

(video)ଘରର ଦ୍ୱାର ବନ୍ଦ କରିଦେଲେ ପତ୍ନୀ, ଖୋଲିବା ଲାଗି ପତିଙ୍କ ନିକଟରେ ରଖିଲେ ଏପରି ସର୍ତ୍ତ

ନୂଆଦିଲ୍ଲୀ: ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ଓ ଭଲପାଇବା ସହିତ କଳି ଝଗଡା ବି ଲାଗି ରହିଥାଏ । ଏବେ ସୋସିଆଲ ମିଡିଆରେ ଏପରି ଏକ ଦମ୍ପତିଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି କି ଘର…

(Video) ଦେଶ-ମାତୃତ୍ୱର ଶ୍ରେଷ୍ଠ ଉଦାହରଣ; ନିଜର ୧୦ ମାସର ପିଲାକୁ ଛାଡ଼ି ଦେଶସେବାକୁ ଯାଉଛି ମା’

ଓଡ଼ିଶା ଭାସ୍କର: ଅମୃତର ଭାବନାର ଅନ୍ୟ ଏକ ନାଁ ମା’ । ମା’ ବୋଲି ଥରୁଟିଏ ଡାକଦେଲେ ଯେମିତି ସଂସାରର ସବୁ ଦୁଃଖ-କଷ୍ଟ କୁଆଡ଼େ ଛାଡ଼ି ପଳାଇଯାଏ। ସାଗରଠାରୁ ଆହୁରି ଉଦାର ହୃଦୟ ମା’ର ମମତାର ତୁଳନା ନାହିଁ। ପାଠକ ବନ୍ଧୁ…

ଖୁବଶୀଘ୍ର ଫେରୁଛନ୍ତି Captain ହାର୍ଦ୍ଦିକ: ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଖୁସି ଖବର

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେଉଛି । ଏହି ସମୟରେ ଟିମ ଇଣ୍ଡିଆ ପାଇଁ ଆହତ ସମସ୍ୟା ଚିନ୍ତାର ବିଷୟ ପାଲଟିଛି । ଦିନିକିଆ ସିରିଜରେ ଷ୍ଟାର ବ୍ୟାଟର ଋତୁରାଜ…

ବିପଦରେ ଏହି ଟେଲିକମ୍ କମ୍ପାନୀର ଲକ୍ଷ ଲକ୍ଷ ଗ୍ରାହକ, ଡାର୍କ ୱେବ୍‌ରେ ବିକ୍ରୀ ହେଉଛି ପର୍ସନାଲ ଡାଟା

ନୂଆଦିଲ୍ଲୀ: ଟେଲିକମ୍ ଅପରେଟର ବିଏସଏନଏଲ୍‌କୁ ଏବେ ଡାଟା ବ୍ରିଚ୍‌ର ସାମ୍ନା କରିବାକୁ ପଡୁଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଲକ୍ଷ ଲକ୍ଷ ବିଏସଏନଏଲ୍ ଇଣ୍ଟରନେଟ୍ ଓ ଲ୍ୟାଣ୍ଡଲାଇନ୍ ୟୁଜର୍ସଙ୍କ ଚୋରୀ ହୋଇଥିବା ଡାଟା…

ତାରାତାରିଣୀ ମନ୍ଦିର ଫାଟକକୁ ପିଟିଲା ବସ୍‌, ବ୍ରେକ୍ ଫେଲ୍ ହେବାରୁ ଘଟିଛି ଦୁର୍ଘଟଣା

ଭୁବନେଶ୍ୱର: ଆଜି ମଧ୍ୟାହ୍ନ ସମୟରେ ଗଞ୍ଜାମ ଜିଲ୍ଲା ପୋଲସରାରେ ଏକ ବସ୍ ଦୁର୍ଘଟଣା ଘଟିଛି । ବ୍ରେକ୍ ଫେଲ୍ ହେବାରୁ ବସ୍‌ଟି ଦୁର୍ଘଟଣାର ସାମ୍ନା କରିଥିଲା । ଡ୍ରାଇଭର ନିୟନ୍ତ୍ରଣ ହରାଇଥିବାରୁ ବସ୍‌ଟି ତାରାତାରିଣୀ…

ନୂଆ ଭାରିଆଣ୍ଟ JN.1 ବିପକ୍ଷରେ ଦିଆଯିବ କି ବୁଷ୍ଟର ଡୋଜ୍? କରୋନାକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ଆତଙ୍କ ସୃଷ୍ଟି କରୁଛି କରୋନା ମହାମାରୀ । ଦେଶର ବିଭିନ୍ନ ରାଜ୍ୟରେ ନୂଆ ଭାରିଆଣ୍ଟ ସଂକ୍ରମଣକୁ ନେଇ ଏବେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଚିନ୍ତାରେ ପଡ଼ିଯାଇଛି । କରୋନାର ଏହି ସଂକ୍ରମଣକୁ ନେଇ…

ପାରା ମାରିଲେ ୬ଲକ୍ଷ ଜୋରିମାନା କିମ୍ବା ଏକ ବର୍ଷ ଜେଲ୍‌, ପ୍ରଶାସନର ବିନାନୁମତିରେ ଘରୁ ବି ତଡିପାରିବେ ନାହିଁ

ନୂଆଦିଲ୍ଲୀ:ବିଶ୍ୱର ବିଭିନ୍ନ ଦେଶରେ ଏବେ ପାରା ଲୋକମାନଙ୍କ ପାଇଁ ବଡ ସମସ୍ୟା ପାଲଟିଯାଇଛନ୍ତି । ବିଭିନ୍ନ ରୋଗର ପ୍ରସାର କରିବା ସହିତ ଅନ୍ୟାନ୍ୟ ସମସ୍ୟାର ମଧ୍ୟ କାରଣ ପାଲଟିଛନ୍ତି । ଜାପାନ ବି ଏଥିରୁ ବଞ୍ଚିତ ନୁହେଁ…

ବାଲିଗୁଡ଼ା: IED ବିସ୍ଫୋରଣରେ ୨ ଏସ୍‌ଓଜି ଯବାନ ଗୁରୁତର, ଜୋରଦାର ଚାଲିଛି କମ୍ବିଂ ଅପରେସନ

ବାଲିଗୁଡ଼ା:  (ଓଡ଼ିଶା ଭାସ୍କର) IED ବିସ୍ଫୋରଣରେ ୨ ଏସ୍‌ଓଜି ଯବାନ ଗୁରୁତର। ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ IED ବିସ୍ଫୋରଣ ହୋଇଥିବା ସୂଚନା। ମାଓବାଦୀମାନେ ଜଙ୍ଗଲରେ IED ଖଞ୍ଜିଥିବା କରାଯାଉଛି ସନ୍ଦେହ।…

ଭାରତର ଐତିହାସିକ ବିଜୟ; ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଲା ଭାରତ

ମୁମ୍ୱାଇ: (ଓଡ଼ିଶା ଭାସ୍କର) ମୁମ୍ବାଇରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା ଦଳର…