ବିଲରୁ କୋବି ନେଇ ଖାଇ ଦେବାରୁ ୭୦ ବର୍ଷୀୟା ବୃଦ୍ଧା ମା’କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ବାଡ଼େଇଲା ପୁଅ

କେନ୍ଦୁଝର: (ଓଡ଼ିଶା ଭାସ୍କର) ବିଲରୁ କୋବି ନେଇ ଖାଇ ଦେବାରୁ ୭୦ ବର୍ଷୀୟା ବୃଦ୍ଧା ମାଆକୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ବାଡ଼େଇଲା ପୁଅ। ଏଭଳି ହୃଦୟବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ…

ଏହି କାରଣରୁ ଭୁଷୁଡ଼ିଗଲା ଉତ୍ତରକାଶୀ ଟନେଲ? ଯାଞ୍ଚ ପରେ ମିଳିଲା ପ୍ରକୃତ ରହସ୍ୟ

ନୂଆଦିଲ୍ଲୀ: ଉତ୍ତରକାଶୀ ଟନେଲ ଦୁର୍ଘଟଣାକୁ ନେଇ ଚାଲିଥିବା ଯାଞ୍ଚ ପ୍ରକ୍ରିୟାରୁ ଏକ ବଡ଼ ରହସ୍ୟର ଖୁଲାସା ହୋଇଛି । ଅଚାନକ ଟନେଲ ଭାଙ୍ଗିଯିବାର ମୁଖ୍ୟ କାରଣକୁ ନେଇ ଏବେ ସ୍ପଷ୍ଟ କରିଛି ଯାଞ୍ଚ ଏଜେନ୍ସି । ଏହି ଘଟଣା…

କ୍ଷୀର ଓ ପାଣି ଠାରୁ ଅଧିକ ବିକ୍ରୀ ହୋଇଛି ମଦ, ଗୋଟିଏ ମାସରେ ୩୦୦କୋଟିର ମଦ ପିଇଗଲେ ଏହି ସହରର ଲୋକ

ଗୁରୁଗ୍ରାମ: ଦେଶର ରାଜଧାନୀ ଦିଲ୍ଲୀକୁ ଲାଗି ରହିଥିବା ଗୁରୁଗ୍ରାମରେ କ୍ଷୀର ଓ ପାଣି ଠାରୁ ଅଧିକ ମଦ ବିକ୍ରୀ ହୋଇଥାଏ । ଦେଶର ଅନ୍ୟତମ ସାଇବର ସିଟି ବୋଲାଉଥିବା ଗୁରୁଗ୍ରାମରୁ ଏପରି ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ମୁଣ୍ଡ ଓ ଛାତିରେ ଝିଟିପିଟି ପଡ଼ିଲେ ଧନ ବୃଦ୍ଧି ହୋଇଥାଏ; ଜାଣନ୍ତୁ ଶରୀରର କେଉଁ ଅଙ୍ଗରେ ପଡ଼ିଲେ କ’ଣ ଫଳ ମିଳିଥାଏ

ଓଡ଼ିଶା ଭାସ୍କର: ଭାରତର ଅନେକ ପ୍ରାଚୀନ ଶାସ୍ତ୍ର ରହିଛି ଯେପରିକି- ଜ୍ୟୋତିଷଶାସ୍ତ୍ର ଓ ସାମୁଦ୍ରିକ ଶାସ୍ତ୍ର ଯାହା ମାଧ୍ୟମରେ ଭବିଷ୍ୟତ ବିଷୟରେ ଜାଣିପାରିବେ। ଭବିଷ୍ୟତ କେବଳ ଜନ୍ମ ତାତକ କିମ୍ୱା ରାଶିଫଳର ଗ୍ରହ…

ଶ୍ରୀମନ୍ଦିରରେ ବନ୍ଦ ରହିବ ମହାପ୍ରଭୁଙ୍କ ଦିବ୍ୟଦର୍ଶନ: ଭିତର କାଠରେ ରକ୍ତଛିଟା

ପୁରୀ: ପୁରୀ ଶ୍ରୀମନ୍ଦିରରେ ଘଣ୍ଟାଏ ପର୍ଯ୍ୟନ୍ତ ଦର୍ଶନ ଦେବେ ନାହିଁ ମହାପ୍ରଭୂ ଶ୍ରୀଜଗନ୍ନାଥ । ମନ୍ଦିର ଭିତରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଉଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ କରାଯାଇଛି ।…

ଖେଳ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ରଦ୍ଦ ହେଲା ଭାରତର କୁସ୍ତି ମହାସଂଘ WFI

ନୂଆଦିଲ୍ଲୀ: ଭାରତର କୁସ୍ତି ମହାସଂଘ(WFI) ବିରୋଧରେ ଖେଳ ମନ୍ତ୍ରଣାଳୟ ନେଇଛି ଏକ ବଡ଼ ନିଷ୍ପତ୍ତି । ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବନ କରିଛି କ୍ରୀଡ଼ା ମନ୍ତ୍ରଣାଳୟ । କୁସ୍ତି ମାହସଂଘର ନବ ନିର୍ବାଚିତ…

ନ ଥିଲା Family Emergency… କାହିଁକି ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରି ଆସିଲେ କିଙ୍ଗ କୋହଲି?

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ କେଳିବାକୁ ଯାଉଛି । ଟେଷ୍ଟ ସିରିଜ ପାଇଁ ଡିସେମ୍ବର ୧୫ ତାରିଖରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିଲା ଭାରତୀୟ ଦଳ ।…

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର ୮୪ ସେକେଣ୍ଡ; ଜାଣନ୍ତୁ ଏହି ମୁହୂର୍ତ୍ତ କେମିତି ସବୁଠାରୁ ଶୁଭ 

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେଉଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର। ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ତାରିଖ ବି ଧାର୍ଯ୍ୟ କରାଯାଇଛି। ୨୨ ଜାନୁଆରୀ ଦିନ ହେବ ଏହି ମହାନ କାର୍ଯ୍ୟ। ସମ୍ମାନିତ ଅତିଥି ଭାବେ…

ବଡ଼ ଖବର; ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ଭୟ ବଢାଉଛି ନୂଆ ଭାରିଆଣ୍ଟ

ଭୁବନେଶ୍ୱର: ଓଡ଼ିଶାରେ ପୁଣିଥରେ କାୟା ବିସ୍ତାର କରିବ ଲକ୍ଷ୍ୟରେ ରହିଛି କରୋନା ମହାମାରୀ । ରାଜ୍ୟରେ ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ । କରୋନାର ଏହି ମାମଲାରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରୁ…

ଇତିହାସରେ ପ୍ରଥମ ଥର… ସହୀଦ ସ୍ଥାନରେ ହିଁ ବୀର ଯବାନଙ୍କୁ ଦିଆଯିବ ଅନ୍ତିମ ବିଦାୟ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଫୁଞ୍ଛ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ଭାରତର ୪ ଜଣ ଯବାନ ସହୀଦ ହୋଇଛନ୍ତି । ଦେଶର ସମ୍ମାନ ରକ୍ଷା ପାଇଁ ବୀରଗତିପ୍ରାପ୍ତ ହୋଇଥିବା ଭାରତମାତାର ଏହି ସନ୍ତାନମାନଙ୍କୁ ଆଜି ଶେଷ ବିଦାୟ…