ମାସ୍କ ଲଗାଇବା ସମୟ ଆସିଗଲା! ଆସୁଛି କରୋନାର ନୂଆ ଲହର? ଶୁଣନ୍ତୁ ଏକ୍ସପର୍ଟଙ୍କ ରାୟ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ବିଶ୍ୱ ପୁଣିଥରେ ଏବେ ଚିନ୍ତା ବଢାଇଛି । ଦେଶର ବିଭିନ୍ନ ରାଜ୍ୟରୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବା ବେଳେଆଗାମୀ ପରିସ୍ଥିତିକୁ ନେଇ ଲୋକେ ଏବେ ଭୟଭୀତ ହୋଇଛନ୍ତି । ଓମିକ୍ରନ…

Breaking… ASO ଚୟନ ମାମଲା ; ମେରିଟ୍ ଲିଷ୍ଟ କାଏମ୍ ରଖିଲେ ହାଇକୋର୍ଟ

କଟକ (ଓଡ଼ିଶା ଭାସ୍କର) ASO ଚୟନ ମାମଲାରେ ମେରିଟ୍ ଲିଷ୍ଟ କାଏମ୍ ରଖିଲେ ହାଇକୋର୍ଟ। ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କଲେ ୨ ଜଣିଆ ଖଣ୍ଡପୀଠ। ୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ଓପିଏସିର ଚୟନ…

ମଦ ପିଇବା ଆଗରୁ କାହିଁକି କରନ୍ତି ଚିୟର୍ସ ?

ଓଡ଼ିଶା ଭାସ୍କର: ମଦ୍ୟପାନ କରୁଥିବାର ଅନେକ ଦୃଶ୍ୟ କେଉଁଠି ନାଁ କେଉଁଠି ଦେଖିଥିବେ ନିଶ୍ଚୟ। ଆଉ ତାରି ଭିତରେ ଗୋଟିଏ ସାଧାରଣ କଥା ହେଲା ଏକାଠି ବସି ମଦ ପିଉଥିବା କ୍ୟକ୍ତି ପରସ୍ସରର ଗ୍ଲାସକୁ ଗ୍ଲାସ୍ ସହ ଲଗାଇ ଚିୟର୍ସ…

(Video) ପଡ଼ିବ ହାତଗଣ୍ଠି, ବାଜିବ ସାହାନାଇ: ଦ୍ୱିତୀୟ ବିବାହ କରିବେ ସାଂସଦ ଅନୁଭବ ମହାନ୍ତି…

ଭୁବନେଶ୍ୱର: ଓଲିଉଡ ଷ୍ଟାର କପଲ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦକୁ ଅନୁମତି ମିଳିସାରିଛି । ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଥିବା ବୈବାହିକ ସମ୍ପର୍କକୁ ଶେଷ କରିବାକୁ ପ୍ରସ୍ତୁତ ଦୁଇ…

(Video) ଆପଣ ଆସିଲେ ‘ରାମ ସିୟା ରାମ…’ ବାଜୁଛି: ଆଫ୍ରିକି ବ୍ୟାଟରଙ୍କୁ ଚିଡ଼ାଇଲେ ରାହୁଲ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ବିଜୟ ହାସଲ କରି ସିରିଜ ଜିତିଛି ଟିମ ଇଣ୍ଡିଆ । ଦିନିକିଆ ସିରିଜକୁ ୨-୧ରେ ଜିତି ଅଧିନାୟକ କେ.ଏଲ ରାହୁଲ ମଧ୍ୟ ଏକ ବଡ଼ ଉପଲବ୍ଧି ହାସଲ…

କାହିଁକି ତୁଳସୀଦାସଙ୍କୁ ବନ୍ଦୀ କରିଥିଲେ ଆକବର ?

ଓଡ଼ିଶା ଭାସ୍କର: ଯେତେବେଳେ ଭାରତରେ ମୋଗଲ ଶାସନ ଚାଲିଥିଲା, ସେତେବେଳେ ଅନେକ ରାଜା ଅନ୍ୟ ଧର୍ମକୁ ନେଇ ଭଲ-ଖରାପର ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେଥିରେ ରାଜା ଆକବର ବି ବାଦ ପଡ଼ିନାହାନ୍ତି। ରାମଚରିତମାନସର ରଚୟିତା…

କୋଣାର୍କ ଯିବା ବାଟରେ ଓଲଟିଲା ଭ୍ୟାନ୍: ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ

କୋଣାର୍କ: କୋଣାର୍କ ବୁଲିବାକୁ ଯିବା ବାଟରେ ଏକ ବଡ଼ ଧରଣ ଦୁର୍ଘଟଣା ଘଟି ଯାଇଛି । ଜୁଣେଇ ଛକ ନିକଟରେ ଏକ ଗଛକୁ ଧକ୍କା ଦେଇ ଏକ ଭ୍ୟାନ୍ ଓଲଟି ପଡ଼ିଛି । ଭ୍ୟାନ୍ ଓଲଟି ପଡ଼ିବା ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ…

Breaking…ଅବସରପ୍ରାପ୍ତ CDMO ଡାକ୍ତର ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼

ଭଦ୍ରକ: (ଓଡ଼ିଶା ଭାସ୍କର) ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କୁ ଛୁରାମାଡ଼ । ଅବସରପ୍ରାପ୍ତ CDMO ଡାକ୍ତର ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼ କରାଯାଇଛି । ଭଦ୍ରକ ସହରରେ ଥିବା ଘରେ ପଶି ଦୁର୍ବୃତ୍ତଙ୍କ…

ଆଜିଠାରୁ ୩୯ ଟଙ୍କା ଶସ୍ତାରେ ମିଳିବ LPG ସିଲିଣ୍ଡର: ସରକାର ଦେଲେ ନୂଆବର୍ଷ ଉପହାର

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ଉପହାର ଭେଟି ଦେଇଛନ୍ତି ସରକାର । ଆଜିଠାରୁ ଶସ୍ତାରେ ଏଲପିଜି ସିଲିଣ୍ଡର ପାଇପାରିବେ ଗ୍ରାହକ । ରାଜଧାନୀ ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଏବେ…

ରେଳ ଧାରଣା ଉଡ଼ାଇଦେଲେ ନକ୍ସଲ: ଅଟକି ରହିଛି ୨୦ଟି ଟ୍ରେନ

ରାଉରକେଲା: ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ନକ୍ସଲଙ୍କ ହିଂସାକାଣ୍ଡ । ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କର ଏକ ବଡ଼ ଷଡ଼ଯନ୍ତ୍ର ଧରା ପଡ଼ିଛି । ସ୍ଥାନୀୟ ମନୋହରପୁର ନିକଟ ବିରୁୱାରେ ରେଳ ଧାରଣାକୁ ଉଡ଼ାଇ…