ଚଳନ୍ତା ସ୍କୁଲ ବସରେ ଅଗ୍ନିକାଣ୍ଡ: ସ୍କୁଲ ଯିବା ବାଟରେ ଟାୟାରରୁ ବାହାରିଲା ନିଆଁ

କୋଣାର୍କ: ପିଲାଙ୍କୁ ନେଇ ଯିବା ବାଟରେ ଘରୋଇ ସ୍କୁଲ ବସରେ ଅଗ୍ନିକାଣ୍ଡ ଘଟିଯାଇଛି । ଗୋପ ବାୟାକୁଦା ଛକ ନିକଟରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲକୁ ଯିବା ବାଟରେ ହଠାତ୍…

(Video) ଟନେଲ ଭିତରୁ Good News! ଅଳ୍ପ ସମୟ ଭିତରେ ଉଦ୍ଧାର ହେବେ ଶ୍ରମିକ: ମିଳିବ ନୂଆ ଜୀବନ

ନୂଆଦିଲ୍ଲୀ: ଉତ୍ତରକାଶୀର ସିଲକ୍ୟାରା ଟନେଲରୁ ଏବେ ଏକ ବଡ଼ ଖୁସି ଖବର ମିଳିଛି । ୧୭ ଦିନରୁ ଫସି ରହିଥିବା ଶ୍ରମିକଙ୍କ ପାଇଁ ସୃଷ୍ଟି ହୋଇଛି ଏକ ନୂଆ ସମ୍ଭାବନା । ପୁଣି ମିଳିଯାଇଛି ଉଦ୍ଧାର ହେବାର ନୂଆ ଆଶା ।…

ଶୀତ ଦିନ ପାଇଁ ବେଶ୍ ଉପକାରୀ ମେଥି: ଜାଣନ୍ତୁ ଶରୀରରେ କେଉଁ ଶକ୍ତି ବଢାଏ ଏହି ଶାଗ

ମେଥି ଶାଗ ପୋଷକ ତତ୍ତ୍ୱରେ ଭରି ହୋଇ ରହିଥାଏ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହ ବିଭିନ୍ନ ରୋଗରୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଶୀତଦିନେ ଦେଖା ଦେଉଥିବା ନାନା ରୋଗରୁ ମୁକ୍ତି ପାଇବା ପାଇଁ ଡାଏଟରେ ମେଥି…

ଭୂମିକମ୍ପରେ ଥରି ଉଠିଲା ୩ଟି ଦେଶ: ପାକିସ୍ତାନ, ଚୀନ ସହ ନିଉ ଗିନିରେ ବଡ଼ ଧରଣର ଭୂକମ୍ପ

ନୂଆଦିଲ୍ଲୀ: ପୁଣିଥରେ ଭୂମିକମ୍ପରେ ଥରି ଉଠିଛି ଭାରତର ପଡ଼ୋଶୀ ରାଷ୍ଟ୍ର । ଏକାସାଙ୍ଗରେ ୩ଟି ଦେଶରେ ଅନୁଭୂତ ହୋଇଛି ବଡ଼ ଧରଣର ଭୂମିକମ୍ପ । ପାକିସ୍ତାନ ସମେତ ନିଉ ଗିନି ଏବଂ ଚୀନର କିଛି ଅଞ୍ଚଳରେ ଏହି ଭୂମିକମ୍ପର ଝଟକା…

ଓଡ଼ିଶାକୁ ମାଡ଼ି ଆସୁଛି ଆଉ ଏକ ବାତ୍ୟା! ବଙ୍ଗୋପସାଗରରେ ବାତ୍ୟା ନେଇ ସତର୍କ କରାଇଲା IMD

ଭୁବନେଶ୍ୱର: ସାରା ଓଡ଼ିଶା ପାଇଁ ଘାରିଛି ସମ୍ଭାବ୍ୟ ବାତ୍ୟାର ଭୟ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଚାଷୀକୂଳ ପର୍ଯ୍ୟନ୍ତ ବାତ୍ୟା ଭୟରେ ରହିଛନ୍ତି । ବଙ୍ଗୋପସାଗରେ ଏହି ବାତ୍ୟା ସମ୍ଭାବନା ଦେଖିବାକୁ ମିଳିଛି ।…

ଗ୍ରାମବାସୀଙ୍କ ଲାଗି ମଇଁଷି କ୍ଷୀର ସୃଷ୍ଟି କରିଛି ଅଜବ ସମସ୍ୟା, ସ୍ୱାସ୍ଥ୍ୟକର୍ମୀ ଘର ଘର ବୁଲି ଲୋକଙ୍କୁ ଦେଉଛନ୍ତି ଟୀକା

କଚ୍ଛ:ଏବେ ସାରା ଦେଶରେ ବୁଲା କୁକୁରଙ୍କ ଆତଙ୍କ ବଢିବାରେ ଲାଗିଛି । ରାସ୍ତାରେ ଯାଉଥିବା ପିଲାଙ୍କ ଠାରୁ ଆରମ୍ଭ କରି ପୋଷାଜୀବଙ୍କ ପର୍ଯ୍ୟନ୍ତ କେହି ଏବେ ସୁରକ୍ଷିତ ନୁହଁନ୍ତି । ଗୁଜରାଟ କଚ୍ଛରେ କୁକୁର ସହ ଜଡିତ ଏପରି…

ଏହି ବ୍ୟାଙ୍କ ବଢାଇଲା ଏଫ୍‌ଡି ଉପରେ ସୁଧହାର, ଦେଖନ୍ତୁ ଏସ୍‌ବିଆଇ ଓ ଅନ୍ୟ ବ୍ୟାଙ୍କ ତୁଳନାରେ କେତେ ଅଧିକ ରହିଛି

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଦେଇଛି ବଡ ଉପହାର । ବ୍ୟାଙ୍କ ଏଫ୍‌ଡି ଉପରେ ସୁଧହାର ବୃଦ୍ଧି କରିଛି । ବ୍ୟାଙ୍କ ୨ କୋଟିରୁ କମ୍ ଏଫ୍‌ଡି ଉପରେ ସୁଧହାର ବୃଦ୍ଧି କରିଛି । ବ୍ୟାଙ୍କ ୭ ଦିନରୁ ଆରମ୍ଭ କରି…

(video)କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାରାଣସୀରେ ଗଙ୍ଗା ଆରତୀ ଦେଖିବେ ବିଶ୍ୱର ୭୦ ଦେଶ, କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି

ବାରାଣସୀ: କାଶୀରେ ଦୀପାବଳି ପରେ ଏବେ ଦେବଦୀପାବଳି ବେଶ୍ ଧୁମଧାମ୍‌ରେ ପାଳିତ ହେଉଛି । ଦେବଦୀପାବଳି ଦେଖିବାକୁ ଏବେ ସାରା ବିଶ୍ୱରୁ ଲୋକେ ଏଠାରେ ଠୁଳ ହେଉଛନ୍ତି । ଏହି କ୍ରମରେ ୭୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଓ…

ଏ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ଭିକାରୀ, ମୁମ୍ବାଇରେ ବଙ୍ଗଳା ସହ ରହିଛି ୭.୫ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ: ଆପଣ ଭିକାରୀଙ୍କ ପାଖ ଦେଇ ଗଲାବେଳେ ସେମାନଙ୍କ ହାତରେ କିଛି ଖୁଚୁରା ପଇସା ଧରାଇ ଦେଉଥିବେ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ପରିସ୍ଥିତିରେ ପଡି ସେମାନେ ବାଧ୍ୟ ହୋଇ ଭିକ ମାଗୁଛନ୍ତି କି ସେମାନେ…

BIG BREAKING; ଶୁଭମନ ଗିଲଙ୍କୁ ଶୁଭ ସମ୍ବାଦ: ଆଇପିଏଲ ପୂର୍ବରୁ ମିଳିଲା ଗୁଜୁରାଟର ଗୁରୁଦାୟିତ୍ୱ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପୂର୍ବରୁ ଗୁଜୁରାଟ ଟାଇଟନ୍ସରୁ ବିଦାୟ ନେଇଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆଇପିଏଲ ଟ୍ରେଡ ୱିଣ୍ଡୋରେ ସେ ନିଜର ପୂର୍ବ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସକୁ ପେରିଛନ୍ତି । ତେବେ…