ଭାରତୀୟ ପ୍ରଶଂସକଙ୍କ ଲାଗି ଖୁସି ଖବର,IND vs NZ ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଆଇସିସିର ବଡ ଘୋଷଣା

ନୂଆଦିଲ୍ଲୀ:ଆଇସିସି ୱାର୍ଲ୍ଡ କପ୍ ୨୦୨୩ରେ ଲିଗ୍ ଷ୍ଟେଜ୍ ମ୍ୟାଚ୍ ଶେଷ ହୋଇଯାଇଛି । ଏବେ ୧୫ ଓ ୧୬ ନଭେମ୍ବରରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ପ୍ରଥମ ସେମିଫାଇନାଲ ମ୍ୟାଚ୍ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ…

Breaking; ଦିୱାଲୀରେ ଟ୍ୱିନ ସିଟିର ଦୁର୍ଦ୍ଦଶା: ପ୍ରଦୂଷଣରେ ସୃଷ୍ଟି ହେଲା ଲଜ୍ଜାଜନକ ରେକର୍ଡ

ଭୁବନେଶ୍ୱର: ଦୀପାବଳିରେ ଏକ ବଡ଼ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି ଓଡ଼ିଶାର ଟ୍ୱିନ ସିଟି କଟକ-ଭୁବନେଶ୍ୱର । ବାଣ ଧୂଆଁରେ ଟ୍ୱିନ ସିଟିର ଆକାଶ ଅଦୃଶ୍ୟ ସମାନ ହୋଇଯାଇଛି । ତେବେ ଚଳିତବର୍ଷର ଦୀପାବଳି ଟ୍ୱିନ ସିଟିରେ…

Bank Job: SIDBIରେ ଅଫିସର ପଦ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ଚୟନ ପ୍ରକ୍ରିୟା ବିଷୟରେ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ଲାଗି ଏକ ଭଲ ଖବର । ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ SIDBI ଅଫିସର ପଦ ଲାଗି ଆବେଦନ ଆମନ୍ତ୍ରିତ କରିଛି । ଏହି ପଦରେ ଆବେଦନ ଲାଗି ଆବେଦନ…

(video)ଦିନ ଦ୍ୱିପ୍ରହରରେ ମାର୍କେଟ ଉପରେ ୩ ଜଣଙ୍କ ଉପରେ ଚଢିଗଲା କାର୍‌, ସିସିଟିଭି କ୍ୟାମେରାରେ ରେକର୍ଡ ଦୁର୍ଘଟଣା ବେଳର ଦୃଶ୍ୟ

ବେଙ୍ଗାଲୁର: ବେଙ୍ଗାଲୁରରେ ଏକ ସଡକ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଦିନ ଦି୍ୱପ୍ରହରରେ ଏକ ଏସୟୁଭି କାର୍ ୩ ଜଣଙ୍କ ଉପରେ ଚଢି ଯାଉଛି । ଏହି ଦୁର୍ଘଟଣାରେ…

ବୀରେନ୍ଦ୍ର ସେହୱାଗଙ୍କୁ ICCର ବଡ ସମ୍ମାନ, ଏହି ଖାସ୍ କ୍ଲବରେ ହେଲେ ସାମିଲ

ନୂଆଦିଲ୍ଲୀ:ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କୁ ସମସ୍ତେ ଜଣେ ଆକ୍ରାମକ ଓପନିଂ ବ୍ୟାଟସମ୍ୟାନ ଭାବରେ ଜାଣନ୍ତି । ଟେଷ୍ଟ କ୍ରିକେଟରେ ବିନ୍ଦାସ ଅନ୍ଦାଜରେ ଖେଳିବା ସେ ହିଁ ଶିଖାଇଛନ୍ତି ।…

(video)କ୍ଲାଇମେଟ୍ ର‌୍ୟାଲିରେ ଗ୍ରେଟାଙ୍କୁ ବିରୋଧ , ରାଗରେ ଷ୍ଟେଜ୍ ଉପରକୁ ଚଢି ଆସି ଛଡାଇନେଲେ ମାଇକ୍‌

ନୂଆଦିଲ୍ଲୀ:ସ୍ୱିଡେନର ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ ଆମଷ୍ଟରଡର୍ମରେ ଜଳବାୟୁ ପରିବର୍ତ୍ତନକୁ ନେଇ ଆୟୋଜିତ ଏକ ର‌୍ୟାଲିରେ ଭାଷଣ ଦେଉଥିବା ସମୟରେ ତାଙ୍କ ସହ କିଛି ଅଘଟଣ ଘଟିଯାଇଛି । ସେ ନିଜ ବକ୍ତବ୍ୟ ରଖୁଥିବା ସମୟରେ…

breaking:ପୟା ଶ୍ରାଦ୍ଧ ଦେବାକୁ ଲିଙ୍ଗରାଜ ମନ୍ଦିର ଆସିଥିବା ଦମ୍ପତିଙ୍କ ଉପରେ ଚଢିଗଲା କାର; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଭୁୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାସ୍ଥଳରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୟା ଶ୍ରାଦ୍ଧ…

ଦିୱାଲୀରେ ପତ୍ନୀଙ୍କୁ ପୂଜା କରି ମା’ ଲକ୍ଷ୍ମୀଙ୍କୁ କଲେ ନିନ୍ଦା, photo ସେୟାର କରି ଟ୍ରୋଲର ଶିକାର ହେଲେ ନେତା

ଲକ୍ଷ୍ନୌ:ବିବାଦୀୟ ବୟାନ ଦେଇ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହି ଆସୁଥିବା ସମାଜବାଦୀ ପାର୍ଟି ବରିଷ୍ଠ ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଦିୱାଲି ଅବସରରେ ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ…

(Video) ବିଶ୍ୱକପରେ ପ୍ରଥମ ୱିକେଟ ନେଲେ କିଙ୍ଗ କୋହଲି: ଖୁସିରେ ନାଚି ଉଠିଲେ ପତ୍ନୀ ଅନୁଷ୍କା

ନୂଆଦିଲ୍ଲୀ: ନେଦରଲାଣ୍ଡ ବିପକ୍ଷ ବିଶ୍ୱକପର ଶେଷ ଲିଗ୍ ମ୍ୟାଚରେ ଏକ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ନେଦରଲାଣ୍ଡକୁ ୧୬୦ ରନରେ ମାତ୍ ଦେଇ ଲିଗ୍ ଷ୍ଟେଜରେ ୯ଟି ମ୍ୟାଚରୁ ୯ଟି ବିଜୟ ହୋଇ ରେକର୍ଡ ସୃଷ୍ଟି କରିଛି…

World Cup-2023; ନେଦରଲାଣ୍ଡ ବିପକ୍ଷରେ ବୋଲିଂ କଲେ ଅଧିନାୟକ ରୋହିତ: ଦୀର୍ଘ ବର୍ଷ ପରେ ବୋଲିଂରେ ଜଲୱା

ନୂଆଦିଲ୍ଲୀ: ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ଏକ ଅଜବ ଏବଂ ବିରଳ ଘଟଣା ଦେଖିବାକୁ ମିଳିଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ନେଦରଲାଣ୍ଡ ବିପକ୍ଷରେ ଅଦ୍ଭୁତ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଏହି…