CHARIDHAM

କରାମତି କୀଟ, ବଞ୍ଚିଥିବା ବେଳେ ନୁହେଁ ମରିଯିବା ପରେ ବଢାଇଥାଏ ମଣିଷର ଶୋଭା

ନୂଆଦିଲ୍ଲୀ: ଆଜି ଆମେ ଏପରି ଏକ ପୋକ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯାହାର ମୂଲ୍ୟ ଜୀବିତ ଅବସ୍ଥାରେ ନୁହେଁ ମୃତ୍ୟୁ ପରେ ବହୁତ ବଢିଯାଏ । ଏହି ପୋକକୁ କିଣିବା ଲାଗି ଲକ୍ଷେ ଟଙ୍କା ଦେଇ ଗ୍ରାହକ ଲମ୍ବା ଧାଡିରେ…

ନବରାତ୍ର ପରେ ଓଡ଼ିଶା ଦେଖିଲା ନାରୀ ଶକ୍ତିର ଭିନ୍ନ ଏକ ଉଦାହରଣ; ଚିକିତ୍ସା ପାଇଁ ବାପାଙ୍କୁ ଟ୍ରଲିରେ ଧରି ୩୫କିମି ଆଣିଲା ୧୪ବର୍ଷୀୟା ଝିଅ

ଭଦ୍ରକ: (ଓଡ଼ିଶା ଭାସ୍କର) କଥାରେ ଅଛି ନାରୀ ତୁ ନାରାୟଣୀ...ରାଗିଲେ ଦୂର୍ଗା, ଶାନ୍ତରେ ଲକ୍ଷ୍ମୀ... ନବରାତ୍ର ପରେ ଏମିତି ଏକ ଦେବୀର ଉଦାହରଣ ସାଜିଛନ୍ତି ଏହି କନ୍ୟା । ନବରାତ୍ରରେ ଅନେକ ଲେକ କନ୍ୟା ପୂଜନ କରୁଥିବା…

୮ ଜଣ ପୂର୍ବ ଭାରତୀୟ ନୌସେନାଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ କାତାର କୋର୍ଟ ,ଗୁପ୍ତଚର କାର୍ଯ୍ୟ କରୁଥିବା ନେଇ ଲାଗିଥିଲା ଅଭିଯୋଗ

ନୂଆଦିଲ୍ଲୀ: କାତାର କୋର୍ଟ ଏକ ବର୍ଷରୁ ଅଧିକ ସମୟ ଧରି ଜେଲ୍‌ରେ ବନ୍ଦୀ ଥିବା ୮ ଜଣ ପୂର୍ବ ଭାରତୀୟ ନୌସେନା କର୍ମୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଏମାନଙ୍କ ଉପରେ ଗୁପ୍ତଚର କାର୍ଯ୍ୟ କରୁଥିବାର ଅଭିଯୋଗ…

ରାସନ ବଣ୍ଟନ ଦୁର୍ନୀତି ମାମଲା; ‘ସେମାନେ ପ୍ରାଇଭେଟ୍ ପାର୍ଟକୁ ଆଘାତ ଦେଉଛନ୍ତି, ହଉ ଦେଖିବା ଆଗକୁ କ’ଣ ହେଉଛି ?’

କୋଲକାତା: (ଓଡ଼ିଶା ଭାସ୍କର) ମୋଦୀ ସରକାରଙ୍କୁ ତୀବ୍ର ସମାଲୋଚନା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଅଭିଯୋଗ କରିଛନ୍ତି ଯେ ବିଜେପି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ବ୍ୟବହାର କରି…

ଶରଦ ପୂର୍ଣ୍ଣିମାରେ ଲାଗୁଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଏହି ଦୁଇ ରାଶିକୁ ରହିବାକୁ ପଡିବ ବିଶେଷ ସତର୍କ

ନୂଆଦିଲ୍ଲୀ: ପ୍ରତି ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିର ପରବର୍ତ୍ତୀ ଦିନ ଶରଦ ପୂର୍ଣ୍ଣିମା ପାଳନ କରାଯାଏ । ଏହି ଅନୁସାରେ ଚଳିତ ବର୍ଷ ୨୮ ଅକ୍ଟୋବରରେ ଶରଦ ପୂର୍ଣ୍ଣିମା ପଡୁଛି । ସନାତନ ଧର୍ମରେ…

QR Code ସ୍କାନ ସମୟରେ ସତର୍କ ରୁହନ୍ତୁ ଅନ୍ୟଥା ପୁରା ଆକାଉଣ୍ଟ ଖାଲି ହୋଇଯିବ

ନୂଆଦିଲ୍ଲୀ: ଆମେ ସମସ୍ତେ QR Code  ସ୍କାନ୍ କରି ଅନଲାଇନ୍ ପେମେଣ୍ଟ କରିଥାଉ । ଏହା ବ୍ୟତିତ ଆଜିକାଲି କୌଣସି ପ୍ରକାର ସର୍ଭିସ୍ ପାଇବାକୁ ହେଲେ ବି କ୍ୟୁଆର୍ କୋଡ୍ ସ୍କାନ କରିବାକୁ ପଡୁଛି । କିନ୍ତୁ କୌଣସି କ୍ୟୁଆର୍…

X (ଟ୍ୱିଟର)ରେ ଏବେ ୟୁଜର୍ସଙ୍କୁ ମିଳିଲା ଅଡିଓ ଓ ଭିଡିଓ କଲ୍‌ର ସୁବିଧା, କିପରି ଏନେବଲ କରିବେ ଜାଣିନିଅନ୍ତୁ

ନୂଆଦିଲ୍ଲୀ: ଏବେ ଆପଣ ଏକ୍ସ ବା ଟ୍ୱିଟରରେ ବି ଅଡିଓ ଓ ଭିଡିଓ କଲିଂ କରିପାରିବେ । ଆମେରିକା ଅରବପତି ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କେତେକ ସ୍ୱତନ୍ତ୍ର ଗ୍ରାହକଙ୍କୁ ଏହି ସୁବିଧା ପ୍ରଦାନ କରିଛି । ମସ୍କ…

ସୀମା ହାଇଦର ଉପରେ ନର୍ମିତ ଫିଲ୍ମ ‘କରାଚୀ ଟୁ ନୋଏଡା’ର ଟ୍ରେଲର ରିଲିଜ୍‌, ଡାଇଲଗ୍‌କୁ ନେଇ ଧମାଲ

ନୋଏଡା: ସୀମା ହାଇଦର ଉପରେ ନିର୍ମାଣ ହେଉଥିବା ଫିଲ୍ମ ‘କରାଚୀ ଟୁ ନୋଏଡା’ର ଟ୍ରେଲର ରିଲିଜ୍ ହୋଇଯାଇଛି । ଜାନୀ ଫାୟାରଫକ୍ସ ଏହି ଟ୍ରେଲର ରିଲିଜ୍ କରିଛି । ଏହି ୩ ମିନିଟ୍‌ର ଟ୍ରେଲରରେ ସୀମା ହାଇଦର ଚରିତ୍ରର ନାମ…

ମୋଦୀ ସରକାର ଦେଲେ ଆଉ ଏକ ଖୁସି ଖବର, ନେଟୱାର୍କ ସମସ୍ୟାରୁ ମୁକ୍ତି ନିିମନ୍ତେ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଯୋଜନା

ନୂଆଦିଲ୍ଲୀ: ଦୂର ଦୂରାନ୍ତ ଓ ଉପାନ୍ତ ଅଞ୍ଚଳରେ ନେଟୱାର୍କ ନ ଆସିବା ଏକ ବଡ ସମସ୍ୟା ଅଟେ । କିନ୍ତୁ ଏଣିକି ଆଉ ଏହି ସମସ୍ୟା ଉପୁଜିବ ନାହିଁ । ଏହା ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ସମୟସୀମା ଧାର୍ଯ୍ୟ…

ଆମ ଦେଶରେ ନଡା ଜଳା ଯାଉଥିବା ବେଳେ ଚୀନ୍‌, ଜାପାନ ପରି ଦେଶରେ ଏଥିରୁ ପ୍ରସ୍ତୁତ ଇନ୍ଧନରେ ଚାଲୁଛି ବିଏମଡବ୍ଲ୍ୟୁ ଓ ମର୍ସିଡିଜ୍‌; କିପରି…

ନୂଆଦିଲ୍ଲୀ:ଭାରତରେ ନଡା ଜଳିବା ଏବେ ପ୍ରଦୂଷଣ ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି । ବିଶେଷକରି ଶୀତଦିନେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ଚାଷୀମାନେ ଧାନ କାଟିବା ପରେ ଏହି ସମୟରେ ଜମିରେ ରହିଯାଇଥିବା ନଡା…