CHARIDHAM

କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା: ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍‌ପେଣ୍ଡ କଲେ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା । ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍‌ପେଣ୍ଡ କଲେ ହସ୍ପିଟାଲ ନିର୍ଦ୍ଦେଶକ । ଦାୟିତ୍ୱରେ ଅବହେଳା ପାଇଁ ସସ୍‌ପେଣ୍ଡ କରିଥିବା ସୂଚନା ମିଳିଛି ।…

ଆଦେଶ ମାନୁନାହାନ୍ତି ଅଫିସର, ତୁରନ୍ତ ତାଙ୍କ କେସ୍‌ର ଶୁଣାଣୀ କରିବାକୁ ସୁପ୍ରିମକୋର୍ଟ ପହଞ୍ଚିଲେ କେଜରିୱାଲ ସରକାର

ନୂଆଦିଲ୍ଲୀ: ଅରବିନ୍ଦ କେଜରିୱାଲ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କି ତାଙ୍କ ତରଫରୁ କେନ୍ଦ୍ର ସରକାରଙ୍କ ଜିଏନସିଟିଡି (ସଂଶୋଧନ) ଆକ୍ଟ ୨୦୨୩ ବିରୁଦ୍ଧରେ ଦିଆଯାଇଥିବା ପ୍ରତିକ୍ରିୟା ଉପରେ ଶୀଘ୍ର ଶୁଣାଣୀ…

ଓଲା, ଉବେର ଓ ରାପିଡୋ ବିରୋଧରେ ଥାନାରେ ଏତଲା କଲେ ଆରଟିଓ ଅଧିକାରୀ

ଭୁବନେଶ୍ଵର: ଓଲା, ଉବେର ଓ ରାପିଡୋ ବିରୋଧରେ ଥାନାରେ ଏତଲା । ଏନେଇ ସହିଦନଗର ଥାନାରେ ଏତଲା କଲେ ଆରଟିଓ-୧ ଅଧିକାରୀ । ଭୁବନେଶ୍ୱର ସହରରେ ବେଆଇନ ଗାଡ଼ି ଚଳାଇବା ଉପରେ ହୋଇଛି ଅଭିଯୋଗ । ଏଗ୍ରିଗେଟର ଲାଇସେନ୍ସ ନ କରି…

ଅର୍ଦ୍ଧ ନଗ୍ନ ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ସାହାଯ୍ୟ ଭିକ୍ଷା କରୁଛି ୧୨ ବର୍ଷର ବାଳିକା, ଦେଶର ଏହି ଅଞ୍ଚଳରୁ ଆସିଲା କଲିଜା ଥରାଇ ଦେବା ଭଳି…

ଉଜୈନ: ମଧ୍ୟପ୍ରଦେଶ ଉଜୈନରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ଆପଣଙ୍କ ହୃଦୟକୁ ଥରାଇ ଦେବ । ମାତ୍ର ୧୨ ବର୍ଷର ଏକ ବାଳିକା ସହ ଏପରି କିଛି ଘଟଣା ଘଟିଛି ଯାହା ଜାଣିଲେ ଆପଣ କହିବେ ମଣିଷ ହିଂସ୍ର ପଶୁଙ୍କ ଠାରୁ ବି…

ଭାରତକୁ ୫ମ ସ୍ୱର୍ଣ୍ଣ: ମହିଳା ସୁଟିଂରେ ଜିତିଲେ ସୁଟର ସିପ୍ତ କୌର ସାମ୍ରା, ୧୮ରେ ପହଞ୍ଚିଲା ଭାରତର ପଦକ ସଂଖ୍ୟା

ଓଡ଼ିଶା ଭାସ୍କର: ଭାରତକୁ ୫ମ ସ୍ୱର୍ଣ୍ଣ । ହାଙ୍ଗଝୌ ଏସୀୟ କ୍ରୀଡାରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ । ମହିଳା ସୁଟିଂରେ ଜିତିଲେ ସୁଟର ସିପ୍ତ କୌର ସାମ୍ରା । ବିଶ୍ଵ ରେକର୍ଡ ଅଧିକାରୀ ହେଲେ ସାମ୍ରା । ୫୦ ମିଟର ରାଇଫଲ ଥ୍ରୀ…

ପ୍ରେମ ପାଇଁ ପ୍ଲାନ୍: କେନାଲ କୂଳରେ ବ୍ୟାଗ୍ ଓ ଚପଲ ରଖି ପ୍ରେମିକ ସହ ହୋଟେଲରେ ନାବାଳିକା, ପାଣିରେ ପୋଲିସ

ଓଡ଼ିଶା ଭାସ୍କର: ୟୁପିର ମହାରାଜଗଞ୍ଜରୁ ଏକ ନିଆରା ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକା ନିଜ ପ୍ରମିକକୁ ଫସାଇବା ପାଇଁ କିଛି ଏମିତି କିଛି କରିଥିଲେ, ଯାହାକୁ ଦେଖି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା, କିନ୍ତୁ…

ଆଜି ରାଜକୋଟରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ, ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ କଙ୍ଗାରୁ ଦଳ

ଓଡ଼ିଶା ଭାସ୍କର: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ ତୃତୀୟ ଦିନିକିଆ। ରାଜକୋଟ ଠାରେ ସାମ୍ନାସାମ୍ନି ହେବେ ଭାରତ ଓ ଅଷ୍ଟ୍ରେଲିଆ। ଅପରାହ୍ନ ୧ଟା ୩୦ରେ ଆରମ୍ଭ ହେବ ଏହି ମ୍ୟାଚ୍। ଅଷ୍ଟ୍ରେଲିଆ ପ୍ରଥମ…

କେଉଁ ଦେବତାଙ୍କୁ ସ୍ତ୍ରୀ ଭାବରେ ସଜାଇ ପୂଜା କରାଯାଇଥାଏ ?

ଓଡ଼ିଶା ଭାସ୍କର: ଏହି ଦେବତାଙ୍କୁ ସ୍ତ୍ରୀ ଭାବରେ ସଜାଯାଇ ଥାଏ। କେହି କେହି ତାଙ୍କୁ ଶକ୍ତି ଭାବରେ ପୂଜା ମଧ୍ୟ କରୁଛନ୍ତି। ତେବେ ସେ ହଉଛନ୍ତି ବୁଧ ଗ୍ରହ, ତାଙ୍କୁ ଅନେକ ସ୍ଥାନରେ ‘ବୁଧେଇ ଓଷା’ ଓ ‘ବୁଧିବାମନ ଓଷା’…

କେତେ ଦିନ ପାଳନ ହେବ ଶାରଦୀୟ ନବରାତ୍ରୀ? ଜାଣନ୍ତୁ ଘଟସ୍ଥାପନାରୁ ବିଜୟ ଦଶମୀର ସମସ୍ତ ତିଥି

ଆଶ୍ୱୀନ ମାସରେ ଶାରଦୀୟ ନବରାତ୍ରୀ ପାଳନ ହୋଇଥାଏ । ମା ଦୁର୍ଗାଙ୍କ ଭକ୍ତଙ୍କୁ ଏହି ନବରାତ୍ରୀର ଅପେକ୍ଷା ରହିଛି । ଶାରଦୀୟ ନବରାତ୍ରୀରେ ୯ ଦିନ ପର୍ଯ୍ୟନ୍ତ ଦେବୀଙ୍କ ୯ଟି ରୂପକୁ ପୂଜା କରାଯାଇଥାଏ । ମା’ଙ୍କ ଆଶିଷ ଲାଭ…

ଭାଗ୍ୟଶାଳୀ ବିଜେତାଙ୍କୁ ମାଗଣା ଆଇଫୋନ୍-୧୫ ! ଏଭଳି ସ୍କାମ୍ ରେ ଫସିଛନ୍ତି କି ଆପଣ ?…. ତାହେଲେ ନିଅନ୍ତୁ ଏହି ପଦକ୍ଷେପ

ନୂଆଦିଲ୍ଲୀ: ଆଇଫୋନ୍ ୧୫କୁ ନେଇ ଏକ ବଡ଼ ଠକେଇ ସାମ୍ନାକୁ ଆସୁଛି। ଏଥିପାଇଁ ଇଣ୍ଡିଆ ପୋଷ୍ଟ ନୂଆ ଆଇଫୋନ୍ ୧୫ ସ୍କାମ୍ ବିଷୟରେ କହିଛି। ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଆପାର୍ଟମେଣ୍ଟ ଅଫ୍ ପୋଷ୍ଟ ଏକ୍ସ ପ୍ଲାଟଫର୍ମରେ…