ଦରସିଝା ମାଛ ଖାଇ ଆଙ୍ଗୁଠି ହରାଇଲେ ମହିଳା

ଓଡିଶା ଭାସ୍କର: ଦରସିଝା ‘ଟିଲେପିଆ’ ମାଛ ଖାଇ ଜଣେ ଆମେରିକୀୟ ମହିଳା । ହାତ-ଗୋଡ଼ର ସମସ୍ତ ଆଙ୍ଗୁଠି ହରାଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଖବର ପ୍ରକାଶ ହୋଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ‘ନ୍ୟୁୟର୍କ…

ରାଜ୍ୟସଭା ଉପସଭାପତି ପ୍ୟାନେଲରେ ୫୦ ପ୍ରତିଶତ ମହିଳା ସଦସ୍ୟଙ୍କ ନାମାଙ୍କନ, ରାଜ୍ୟସଭା ସଭାପତି କହିଲେ ଏ ତ ଆରମ୍ଭ ମାତ୍ର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ସଂସଦର ବିଶେଷ ଅଧିବେଶନରେ ଆଜି ରାଜ୍ୟସଭାର କାର୍ଯ୍ୟବାହୀ ଆରମ୍ଭ ହେବା ମାତ୍ରକେ ଉପସଭାପତି ପ୍ୟାନେଲ ବିଷୟରେ ଘୋଷଣା କରିଛନ୍ତି । ଏକ ବଡ ଘୋଷଣା କରି…

ମନମୋହୁଛି ସୋଲାର ଫ୍ଲେୟାରରେ ଥିବା ସୂର୍ଯ୍ୟଙ୍କ ଏହି ଚମତ୍କାରୀ ଫଟୋ: ଆଗରୁ ଆପଣ ଦେଖିଛନ୍ତି କି….

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ମଙ୍ଗଳ, ଶୁକ୍ର ଏବଂ ଚନ୍ଦ୍ର ଭଳି ସୂୂର୍ଯ୍ୟ ଉପରେ ହେବ ବଡ ଧରଣର ଗବେଷଣା । ଏନେଇ ଅଧିକ ଆଶା ବଢାଉଛି ଆଦିତ୍ୟ ଏଲ-୧ । ଚଳିତ ମାସ ଦୁଇ ତାରିଖରେ ଇସ୍ରୋ ତରଫରୁ ଲଞ୍ଚ ହୋଇଥିଲା ଆଦିତ୍ୟ ଏଲ-୧…

ବିବାହ ପରେ ବି ପରପୁରୁଷ ସହ ସଂପର୍କ ରଖୁଥିବା ମହିଳା କହିପାରିବେନି ବଳାତ୍କାର ହୋଇଛି ବୋଲି, କାହିଁକି ଏପରି କହିଲେ ହାଇକୋର୍ଟ

ରାଞ୍ଚି: ଝାରଖଣ୍ଡ ହାଇକୋର୍ଟ ଜଣେ ବିବାହିତା ମହିଳାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ବଳାତ୍କାର ମାମଲାକୁ ଖାରଜ କରିଦେବା ସହ କହିଛନ୍ତି ସଂପୃକ୍ତ ମହିଳା ପରପୁରୁଷ ସହ ଶାରୀରକ ସମ୍ବନ୍ଧ ରଖିବାର ପରିଣାମ ସହ ପରିଚିତ ଥିଲେ…

ବହୁ ଐତିହାସିକ ଘଟଣାର ମୂକସାକ୍ଷୀ ୯୬ ବର୍ଷର ପୁରୁଣା ସଂସଦ ଭବନ , ଜାଣନ୍ତୁ ଏବେ ଏହାକୁ ନେଇ କ’ଣ ରହିଛି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ: ସଂସଦର ବିଶେଷ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହା ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନର ପ୍ରଥମ ଦିନକୁ ଛାଡି ବାକି ଦିନର କାର୍ଯ୍ୟବାହୀ ନୂଆ ସଂସଦ ଭବନରେ ଆୟୋଜିତ ହେବ । ଗଣେଶ…

ଭାରତୀୟ ସ୍ଥଳସେନାରେ ସାମିଲ ହେଲା ‘ପ୍ରଳୟ’, ଆତଙ୍କବାଦୀଙ୍କ ଲାଗି ସାକ୍ଷାତ ଯମ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସ୍ଥଳ ସେନା ଲାଗି ପ୍ରଥମ ପ୍ରଳୟ ଟାକ୍ଟିକାଲ କ୍ଷେପଣାସ୍ତ୍ର ନିର୍ମାଣ ଲାଗି ଅନୁମତି ଦେଇ ଦେଇଛନ୍ତି । ଏହା କ୍ଷେପଣାସ୍ତ୍ର ନୁହେଁ ଆତଙ୍କବାଦୀଙ୍କ ଲାଗି ସାକ୍ଷାତ…

କ’ଣ ଆମ ପାଇଁ ବି ରାତିରେ ଖୋଲିବ କୋର୍ଟ ? ଜେଏନୟୁ କୁଳପତି ସୁପ୍ରିମକୋର୍ଟ ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ରବିବାର ନିଜର ଏକ ବକ୍ତବ୍ୟରେ ସୁପ୍ରିମକୋର୍ଟଙ୍କ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଶନିବାର ରାତିରେ…

ଆରମ୍ଭ ହେଲା ସଂସଦର ବିଶେଷ ଅଧିବେଶନ, ପ୍ରଧାନମନ୍ତ୍ରୀ ମୋଦୀ କହିଲେ ସାରା ବିଶ୍ୱର ଦୃଷ୍ଟି ଏବେ ଭାରତ ଉପରେ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ସଂସଦର ବିଶେଷ ଅଧିବେଶନ । ପ୍ରଥମ ଦିନରୁ ଇଣ୍ଡିଆ ଗଠବନ୍ଧନ ଚର୍ଚ୍ଚାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି । ଅଧିବେଶନ ଆରମ୍ଭରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଜି୨୦ ସମ୍ମିଳନୀର ସଫଳ…

ବିସ୍କୁଟ-କେକ୍ ଖାଇବା ବି ହୋଇପାରେ ଭୟଙ୍କର: ହାର୍ଟ ଆଟାକ ଯୋଗୁଁ ହୋଇପାରେ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ ବିସ୍କୁଟ, କେକ୍ ଏବଂ ସ୍ନାକ୍ସ ଇତ୍ୟାଦି ଜଳଖିଆର ପ୍ରମୁଖ ଖାଦ୍ୟ । ଦେଶର ପ୍ରାୟ ୯୦% ଲୋକଙ୍କୁ ଏସବୁ ଖାଇବାର ଅଭ୍ୟାସ ରହିଥାଏ । ପିଲାଠୁ ବୁଢା ସମସ୍ତେ ସକାଳ ଏବଂ ସନ୍ଧ୍ୟା ଜଳଖିଆରେ…

ଯୁବକମାନଙ୍କୁ କାହିଁକି ଆସେ ହାର୍ଟ ଆଟାକ? ଏହି ଭୁଲ ପାଇଁ ଆସେ ହୃଦଘାତ, ଜାଣନ୍ତୁ ଲକ୍ଷଣ ଓ ପ୍ରତିକାର

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ହୃଦଘାତ ଯୋଗୁଁ ଅନେକ ସେଲିବ୍ରିଟି ପ୍ରାଣ ହରାଇଛନ୍ତି। ଚିନ୍ତାଜନକ ବିଷୟ ହେଉଛି ଏହି ଲୋକମାନଙ୍କ ମଧ୍ୟରୁ କେତେକଙ୍କ ବୟସ ୫୦ ବର୍ଷରୁ କମ୍ ଥିଲା। ବର୍ତମାନ ସମୟରେ ସେଲିବ୍ରିଟିଙ୍କ…