ସଂସଦୀୟ ପ୍ୟାନେଲ ରିପୋର୍ଟ ଆଧାରରେ ୱାକଫ ବିଲକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ: ସୂତ୍ର
ନୂଆଦିଲ୍ଲୀ: ଫେବୃଆରୀ ୧୩ ତାରିଖରେ ସଂସଦରେ ଉପସ୍ଥାପିତ ହୋଇଥିବା ମିଳିତ ସଂସଦୀୟ କମିଟି (JPC) ରିପୋର୍ଟ ଆଧାରରେ କେନ୍ଦ୍ର କ୍ୟାବିନେଟ ୱାକଫ (ସଂଶୋଧନ) ବିଲକୁ ଅନୁମୋଦନ କରିଛି। ସୂତ୍ର ଅନୁଯାୟୀ, ଫେବୃଆରୀ ୧୯…