ମହିଳା ପ୍ରିମିୟର ଲିଗ୍ -୨୦୨୪: ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଅନ
ଓଡ଼ିଶା ଭାସ୍କର: ମହିଳା ପ୍ରିମିୟର ଲିଗ୍ -୨୦୨୪ରେ ଏଥର ଟାଇଟଲ୍ ହାତେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମିଳିଥିବା ୧୧୪ ରନକୁ ଅତି ସହଜରେ ହାସଲ କରି ଆରସିବି ଏଥର…