(Video)ସଚିନ ତେନ୍ଦୁଲଙ୍କର ଡିପ ଫେକ୍ ଭିଡିଓ ଭାଇରାଲ, ଏହାକୁ ନେଇ ଏମିତି ଲେଖିଲେ ସଚିନ…
ନୂଆଦିଲ୍ଲୀ: ରଶ୍ମିକା ମନ୍ଦାନା, ଅଭିନେତ୍ରୀ କାଜଲ, ଆଲିଆ ଭଟ୍ଟ, କ୍ୟାଟ୍ରିନା କ୍ୟାଫ୍, ଓ କ୍ରିକେଟର ଶୁଭମନ ଗିଲଙ୍କ ପରେ ଏବେ ସଚିନ ତେନ୍ଦୁଲଙ୍କର ଡିପ ଫେକ୍ ଭିଡିଓ ଭାଇରାଲ। ତେବେ ଭାଇରାଲ୍ ହେଉଥିବା ଏହି…