ଗର୍ଭବତୀ ମହିଳାଙ୍କୁ ଟିକାକରଣ ପାଇଁ ଅନୁରୋଧ କରିଛନ୍ତି ତାମିଲନାଡୁର ଡାକ୍ତର

ଅନେକ ବରିଷ୍ଠ ଡାକ୍ତର ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଗର୍ଭବତୀ ମହିଳାଙ୍କୁ ଟୀକାକରଣକୁ ପ୍ରାଥମିକତା ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ମହାମାରୀର ଦ୍ୱିତୀୟ ଲହରରେ କୋଭିଡ-୧୯ ସଂକ୍ରମଣ ହେତୁ ମୃତ୍ୟୁବରଣ…

୫ଜି ବିରୋଧରେ ଜୁହି ଚାୱଲାଙ୍କ ଯାଚିକାର ଶୁଣାଣିବେଳେ ଗୀତ ଗାଇଲେ ବ୍ୟକ୍ତି, ଆଉ ତା’ପରେ…

ନୂଆଦିଲ୍ଲୀ: ସାରା ଦେଶରେ ୫ଜି ନେଟୱାର୍କ ସ୍ଥାପନ ବିରୋଧରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଜୁହି ଚାୱଲା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ଆଜି ବୁଧବାର ଦିନ ଅନଲାଇନ୍ ଶୁଣାଣି ମଧ୍ୟ…

ରିଲିଜ ହୋଇଛି ‘ଶେରନି’ ଟ୍ରେଲର, ଫିଲ୍ମରେ ରହିଛି ବିଦ୍ୟା ବାଲାନଙ୍କ ଦମଦାର ଅଭିନୟ

ନୂଆଦିଲ୍ଲୀ: ନିକଟରେ ରିଲିଜ ହୋଇଛି ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଅଭିନୀତ ଫିଲ୍ମ ‘ଶେରନି’ର ଟ୍ରେଲର । ଆଉ ଟ୍ରେଲରକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହେଉଛି । ୧୮ ଜୁନରେ ଆମଜନ ପ୍ରାଇମରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ…

ଖୁସି ଖବର: ଓଡ଼ିଶାରୁ ଆଜି ୧୦,୫୯୪ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦ ହଜାର ୫୯୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ବାତ୍ୟା ‘ୟଶ୍’ କ୍ଷୟକ୍ଷତି ୬୧୦ କୋଟି, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାତ୍ୟା ୟଶ୍ ଜନିତ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ବାତ୍ୟା…

ମେହୁଲ ଚୋକସିଙ୍କ ପତ୍ନୀ ଆଣିଲେ ଅଭିଯୋଗ, କହିଲେ ସ୍ୱାମୀଙ୍କୁ ଦିଆଯାଉଛି ଶାରୀରିକ ନିର୍ଯ୍ୟାତନା

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି କୁ ଗିରଫ କରିଛି ଡୋମିନିକାନ ପୋଲିସ । ତେବେ ଭାରତରୁ ଠକେଇ କରି ବିଦେଶରେ ଲୁଚିଥିବା ମେହୁଲ ଚୋକସିଙ୍କୁ ଭାରତ ଫେରାଇ ଆଣିବା ପାଇଁ ସିବିଆଇର ଏକ ଟିମ ଡୋମିନିକାନରେ…

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର (ଓଡିଶା ଭାସ୍କର):ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତ…

ଚଳନ୍ତା ଟ୍ରେନ୍ ରେ ଯୁବତୀଙ୍କୁ ଗଳାକାଟି ହତ୍ୟା, ଖେଳିଗଲା ଆତଙ୍କ…

ଭୋପାଳ: ପୁଣି ଏକ ବୀଭତ୍ସ ହତ୍ୟା। ଚଳନ୍ତା ଟ୍ରେନରେ ଯୁବତୀଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ। ରକ୍ତ ରଞ୍ଜିତ ହେଲା ଷ୍ଟେସନ। ମଧ୍ୟପ୍ରଦେଶ ସିହୋର ଷ୍ଟେସନରେ ଘଟିଛି ଏଭଳି ଲୋମଟାଙ୍କୁରା କାଣ୍ଡ। ମଙ୍ଗଳବାର ରାତିରେ…

‘ଆମ ଉପରେ ଲାଗୁହେବ ନାହିଁ ଭାରତର ନୂଆ ଆଇଟି ନିୟମ’; ହାଇକୋର୍ଟରେ ପକ୍ଷ ରଖିଲା ଗୁଗଲ…

ନୂଆଦିଲ୍ଳୀ: ଭାରତ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ ଆଇଟି ନିୟମକୁ ନେଇ ବିବାଦ ଥମୁନାହିଁ । ଗୋଟିଏ ପଟେ ସରକାର ନୂଆ ନିୟମ ନେଇ ସ୍ପଷ୍ଟତା ଦେଇସାରିଥିବାବେଳେ ଅନେକ ସୋସିଆଲ ମିଡିଆ ଏଥିରେ ସନ୍ତୁଷ୍ଟ ନୁହନ୍ତି ।…

ଗୋଟିଏ ଗୋଡ଼ରେ ଲଢୁଛନ୍ତି ଜୀବନ ଯୁଦ୍ଧ, ପୋଲିଓରେ ହରାଇଥିଲେ ଗୋଡ଼; ପଢ଼ନ୍ତୁ ପୂରା ଘଟଣା…

ଅହମ୍ମଦାବାଦ(ଓଡ଼ିଶା ଭାସ୍କର): ଆମେ ସମସ୍ତେ ସ୍ୱପ୍ନ ଦେଖୁ ଆଉ ତାହା ପୂରଣ କରିବା ପାଇଁ ଲଢୁ । ଏଭଳି ଇଛାଶକ୍ତି ଆମ ଭିତରେ ଲୁଚି ରହିଛି । ଏହି ଶକ୍ତିକୁ ଉଜ୍ଜୀବୀତ କରିବା ପାଇଁ ଆମକୁ କେବଳ ସାହସ ଏବଂ ସଂକଳ୍ପବଦ୍ଧ…