କୋଭିଡ୍ ରୋଗୀଙ୍କୁ ଉତ୍ସାହିତ କରିବା ପାଇଁ ପଞ୍ଜାବୀ ଗୀତରେ ନାଚିଲେ ସ୍ୱାସ୍ଥ୍ୟକର୍ମୀ, ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ, ୨୮/୪(ଓଡ଼ିଶା ଭାସ୍କର) : ଦେଶରେ କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ସାଂଘାତିକ ହୋଇଚାଲିଥିବା ବେଳେ ହାଜର ସଂଖ୍ୟାରେ ଆକ୍ରାନ୍ତ ପ୍ରତିଦିନ ଚିହ୍ନଟ ହେଉଛନ୍ତି । ତା ଉପରେ ପୁଣି ପ୍ରଥମ ଲହର ଠାରୁ ଦ୍ୱିତୀୟ…