ଚୋରି ହୋଇଯାଇଥିବା ସମ୍ପତ୍ତିକୁ ସେମାନଙ୍କ ମାଲିକଙ୍କ ହସ୍ତାନ୍ତର କଲା କଟକ ପୋଲିସ
କଟକ,୨୧/୦୪: କଟକ ଅର୍ବାନ ପୋଲିସ ମଙ୍ଗଳବାର “ ଉଦ୍ଧାର ସାମଗ୍ରୀ ହସ୍ତାନ୍ତର କାର୍ଯ୍ୟକ୍ରମ-୨୦୨୧” କାର୍ଯ୍ୟକ୍ରମ ଅନ୍ତର୍ଗତ କଟକରେ ଚୋରି ହୋଇଥିବା ଜିନିଷକୁ ଉଦ୍ଧାର ପରେ ସେମାନଙ୍କର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର…