ଓଡିଶାବାସୀଙ୍କୁ ମିଳିବ ମାସିକ ୨୦୦ ୟୁନିଟ୍ ମାଗଣା ବିଜୁଳି!

ଭୁବନେଶ୍ୱର, ୧୪ ।୪ (ଓଡିଶା ଭାସ୍କର)  : ଓଡିଶାରେ ବିଜୁଳି ଦର ୫ ମାସରେ ଦୁଇଥର ବଢ଼ିଛି । ରାଜ୍ୟରେ ବଢ଼ିଚାଲିଥିବା ବିଜୁଳି ଦର ବିରୋଧରେ ଜନସାଧାରଣ ଚିତ୍କାର କରି ଆସୁଥିବା ବେଳେ ଏବେ ଏହାକୁ ବିରୋଧ କରିବାକୁ ଯାଇ ଅନଶନ…

କରୋନା ସଂକ୍ରମିତ ହେଲେ ସପା ପ୍ରମୁଖ ଅଖିଳେଶ ଯାଦବ

ଉତ୍ତରପ୍ରଦେଶ ୧୪ ।୪ (ଓଡିଶା ଭାସ୍କର) : କରୋନା ସଂକ୍ରମିତ ହୋଇଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବା ସମାଜବାଦୀ ପାର୍ଟିର ପ୍ରମୁଖ ଅଖିଳେଶ ଯାଦବ । ଆଜି ଅଖିଳେଶ ଯାଦବ ନିଜର କରୋନା ଟେଷ୍ଟ କରିବା ପରେ…

ଯୋଗୀ ଆଦିତ୍ୟନାଥ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୧୪ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯୋଗୀଙ୍କ ଠାରେ କୋଭିଡର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ପରେ ସେ କୋଭିଡ୍ ଟେଷ୍ଟ କରାଇଥିଲେ । ତେବେ ଟେଷ୍ଟ…

ତାମିଲ ଫିଲ୍ମର ରିମେକରେ ନଜର ଆସିବେ ରଣବୀର

ମୁମ୍ବାଇ, ୧୪ ।୪ (ଓଡିଶା ଭାସ୍କର)  : ବଲିଉଡରେ ବ୍ୟସ୍ତ ଅଭିନେତାଙ୍କ ମଧ୍ୟରେ ରଣବୀର ସିଂ ହେଉଛନ୍ତି ଜଣେ । ଲଗାତର ଫିଲ୍ମ ଏବଂ ବିିଜ୍ଞାପନ ସୁଟିଂରେ ନିଜକୁ ବ୍ୟସ୍ତ ରଖନ୍ତି ରଣବୀର । କରୋନା ମହାମାରୀ ପାଇଁ ତାଙ୍କ…

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀଙ୍କୁ ସିବିଆଇର ଜେରା

ମହାରାଷ୍ଟ୍ର ୧୪ ।୪ (ଓଡିଶା ଭାସ୍କର) : ସିବିଆଇ ନିକଟରେ ହାଜର ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ବଟି ଆଦାୟ ମାମଲାରେ ଏପ୍ରିଲ ୧୨ ତାରିଖରେ ସିବିଆଇ ପକ୍ଷରୁ ତାଙ୍କୁ ସମନ ପଠା ଯାଇଥିଲା ।…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନକୁ ଆସିଲେ ୩ଟି ନୁଆ ସଦସ୍ୟ

ଭୁବନେଶ୍ୱର, ୧୪ ।୪ (ଓଡିଶା ଭାସ୍କର)  : ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଓଡିଆ ନବବର୍ଷରେ ଖୁସି ଖବର । ନନ୍ଦନକାନନକୁ ଆସିଲେ ୩ଟି ନୁଆ ସଦସ୍ୟ । ବିଳମ୍ବିତ ରାତିରେ ପ୍ରାଣୀ ଉଦ୍ୟାନରେ ବାଘୁଣୀ ମେଘା…

ବିବାହପରେ ବି ବଲିଉଡରେ ହିଟ୍ ଏହି ଅଭିନେତ୍ରୀମାନେ, ପଢ଼ନ୍ତୁ ପୁରା ଖବର

ମୁମ୍ବାଇ,୧୪ ।୪ (ଓଡିଶା ଭାସ୍କର) : ଫିଲ୍ମ ଜଗତରେ ଅଭିନେତ୍ରୀ ମାନଙ୍କ ତୁଳନାରେ ଅଭିନେତା ମାନେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିପାରନ୍ତି । ଏହାର ମୁଖ୍ୟ କାରଣ ହେଲା ବିବାହ । ଅଭିନେତ୍ରୀ ମାନେ ବିବାହ ପରେ ଅଭିନୟ…

ଚାକିରିଆଙ୍କ ପାଇଁ ଖୁସି ଖବର: ଖୁବଶୀଘ୍ର ବୃଦ୍ଧି ହେବ ସମସ୍ତଙ୍କର ଦରମା

ନୂଆଦିଲ୍ଲୀ, ୧୪ା୪: ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଏହି ପରିସ୍ଥିତିରେ ଲକଡାଉନ ଓ କର୍ଫ୍ୟୁ ବଳବତ୍ତର ରହୁଥିବାରୁ ଲୋକମାନେ ନିଜ ନିଜର ଚାକିରିକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । ତେବେ ଚାକିରିଆଙ୍କ ପାଇଁ…

ଭୀମସାରରେ ତିଆରି ହେବ ଦ୍ୱିତୀୟ କୋଭିଡ଼୍ ହସ୍ପିଟାଲ; ମୁଖ୍ୟ ଶାସନ ସଚିବ

ସମ୍ବଲପୁର ୧୪ ।୪ (ଓଡିଶା ଭାସ୍କର) : ଭୀମସାରରେ ତିଆରି ହେବ ଦ୍ୱିତୀୟ କୋଭିଡ଼୍ ହସ୍ପିଟାଲ । ସମ୍ବଲପୁର ସ୍ଥିତ ଭୀମସାର ହସ୍ପିଟାଲରେ କରୋନା ସ୍ଥିତି ସମୀକ୍ଷା ପରେ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର…

ସାବଧାନ! ପ୍ୟାନ କାର୍ଡ ସହ ଆଧାର ଲିଙ୍କ୍ ହୋଇନଥିଲେ ଜରିମାନା ବାଧ୍ୟତାମୂଳକ, ଜାଣନ୍ତୁ କେବେ ରହିଛି ଅନ୍ତିମ ତାରିଖ

ନୂଆଦିଲ୍ଲୀ, ୧୪ା୪: ଆପଣମାନେ ପ୍ୟାନ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ କରିଛନ୍ତି କି ନାହିଁ? ଯଦି କରି ନାହାନ୍ତି, ତେବେ ଆଜି ହିଁ କରି ଦିଅନ୍ତୁ । ଆସନ୍ତା ଜୁନ୍ ମାସ ୩୦ ତାରିଖ ପରେ ଏନେଇ ଜରିମାନା ଆଦାୟ କରାଯିବ ।…