ଓଡିଶାରେ ପହଞ୍ଚିବ ୩ ଲକ୍ଷ ୪୯ ହଜାର ଟିକା

ଭୁବନେଶ୍ୱର, ୬ା୪ (ଓଡିଶା ଭାସ୍କର)  : ଦେଶରେ କରୋନା ପ୍ରଭାବ ପୁଣି ଥରେ ବଢ଼ିବାକୁ ଲାଗିଛି । କରୋନାର ପ୍ରଥମ ଲହରଠାରୁ ଏହି ଦ୍ୱିତୀୟ ଲହର ବେଶ୍ ପ୍ରଭାବଶାଳୀ ରହିଛି । ଯାହାକୁ ନେଇ ବିଭିନ୍ନ ରାଜ୍ୟର ସରକାର ଚିନ୍ତା…

ରାଜଧାନୀରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ନୁଆଦିଲ୍ଲୀ, ୬ା୪ (ଓଡିଶା ଭାସ୍କର)  : ଦିଲ୍ଲୀରେ କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି । କାରଣ କିଛି ମାସର ବ୍ୟବଧାନ ପରେ କରୋନା ଦ୍ୱିତୀୟ ଲହର ସାରା ଦେଶରେ…

ସରକାର ଦେଉଛନ୍ତି ଫ୍ରି’ରେ ଇଣ୍ଟରନେଟ୍, ୧୦ କୋଟି ଲୋକ ଉଠାଇବେ ଏହାର ଫାଇଦା, ଜାଣନ୍ତୁ କ’ଣ ରହିଛି ଏହାର ପ୍ରକ୍ରିୟା

ନୂଆଦିଲ୍ଲୀ, ୬ା୪: ଆଜିକାଲି ପ୍ରାୟ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ତେଣୁ ସମସ୍ତଙ୍କ ପାଇଁ ଇଣ୍ଟନେଟ୍ ସେବା ନିହାତି ଆବଶ୍ୟକ । ସ୍ମାର୍ଟଫୋନରେ ଇଣ୍ଟରନେଟ ଚଲାଇବା ପାଇଁ ସମସ୍ତଙ୍କୁ ପେଡ୍ କରିବାକୁ ପଡ଼ିଥାଏ…

ବିଜେପି ମନାଉଛି ୪୧ତମ ପ୍ରତିଷ୍ଠା ଦିବସ, କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି

ନୁଆଦିଲ୍ଲୀ, ୬ା୪ (ଓଡିଶା ଭାସ୍କର) : ଆଜି ହେଉଛି ଭାରତୀୟ ଜନତା ପାର୍ଟି(ବିଜେପି)ର  ୪୧ ତମ ପ୍ରତିଷ୍ଠା ଦିବସ । ଭାରତ ରାଜନୀତିର ମଙ୍ଗ ଧରିଥିବା ବିଜେପି ଆଜି ତାର ୪୧ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ୧୯୮୦ ମସିହା…

ଆସନ୍ତା ୨୪ରେ ଦାୟିତ୍ୱ ଗ୍ରହଣ କରିବେ ନୂଆ CJI ଏନଭି ରମଣ

ନୂଆଦିଲ୍ଲୀ, ୬ା୪: ଆସନ୍ତା ୨୪ ତାରିଖରେ ସୁପ୍ରିମମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନଭି ରମଣ । କଲେଜିମ୍ ସୁପାରିଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିବା ପରେ ଜଷ୍ଟିସ…

କୂଅ ଭିତରେ ଫସିଲେ ୫ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି

ଢେଙ୍କାନାଳ, ୬ା୪ (ଓଡିଶା ଭାସ୍କର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ଗାଁରେ ଏକ କୂଅରେ ୫ ଜଣ ଶ୍ରମିକ ଫସି ରହିଥିଲେ । କୂଅରେ ନନ୍ଦ ବସାଉଥିବା ସମୟରେ ମାଟି ଅତଡ଼ା ଧସିବାରୁ ଶ୍ରମିକମାନେ ଆଉ କୂଅରୁ ବାହାରି…