ମାଲକାନଗିରି ବାର ଆସୋସିଏସନ ପକ୍ଷରୁ ଓକିଲ ସଂଘ ନିର୍ବାଚନର ଫଳାଫଳ ଘୋଷଣା ।
ମାଲକାନଗିରି, 28/3: ମାଲକାନଗିରି ବାର ଆସୋସିଏସନ ତରଫରୁ ଗତକାଲି ଥିଲା ନିର୍ବାଚନ। ଗତକାଲି ସକାଳୁ ହିଁ ନିର୍ବାଚନର ଉଷ୍ମତା ଦେଖିବାକୁ ମିଳିଥିଲା। ନିର୍ବାଚନରେ ମୋଟ ୯୪ ଜଣ ଓକିଲ ନିଜର ମତଦାନ କରିଥିଲେ। ତେବେ ସଭାପତି…