ଟୁକୁନା ଦାସ ହତ୍ୟାକାଣ୍ଡ ନେଇ ଭୁବନେଶ୍ୱର ଡିସିପି ଙ୍କ ପ୍ରତିକ୍ରିୟା ।

ଭୁବନେଶ୍ୱର, ୭ା୩ (ଓଡିଶା ଭାସ୍କର) : ଟୁକୁନା ଦାସ ହତ୍ୟାକାଣ୍ଡ ନେଇ ପ୍ରତିକ୍ରିୟା ଦେଇଛନ୍ତି ଭୁବନେଶ୍ବର ଡିସିପି । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଛି ଏବଂ ୨ ହତ୍ୟାକାରୀ ଭାଇ ଗିରଫ ହୋଇଛନ୍ତି ବୋଲି ଡିସିପି…

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ର ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର,ଜାଣନ୍ତୁ କଣ

ଯଦି ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ର ଗ୍ରାହକ, ତେବେ ଏହା ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର | ମାର୍ଚ୍ଚ 31 ପୂର୍ବରୁ, ଆପଣ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରନ୍ତୁ, ନଚେତ୍ ଆପଣ କାରବାର…

ବିଜେପି କାର୍ଯ୍ୟକାରିଣୀ ବୈଠକ: ଆଗାମୀ ରଣନୀତି ନେଇ ପ୍ରସ୍ତୁତ ହେଲା ରୋଡମ୍ୟାପ୍

ଭୁବନେଶ୍ୱର, ୭ା୩ (ଓଡିଶା ଭାସ୍କର): ଆଜି ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ବୈଠକରେ ଦଳର ଆଗାମୀ ରଣନୀତି…

ଛୁଆ ହାତୀ ନିଦ ନଭାଙ୍ଗିବାରୁ, ମା ହାତୀ ଏମିତି କାମ କଲା । ଦେଖନ୍ତୁ ଭିଡିଓ

ଆଜିକାଲି ଭାଇରାଲ୍ ଭିଡିଓ ଧାରାବାହିକରେ ଏକ ସୁନ୍ଦର ଶିଶୁ ହାତୀ ଭିଡିଓଟିଏ ନେଟିଜେନ ମାନଙ୍କ ଅତି ପ୍ରିୟ ହେବାରେ ଲାଗିଛି । ଏହିପରି ଏକ ପୁରୁଣା ଭିଡିଓ ଟିଏ ପୁଣିଥରେ ଇଣ୍ଟରନେଟ ଭାଇରାଲ ହୋଇଛି ଏବଂ ଗୋଟିଏ ଦିନରେ…

କରୋନା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ: ଗୋଟିଏ ସ୍ଥାନରେ ପଜିଟିଭ୍, ଅନ୍ୟସ୍ଥାନରେ ନେଗେଟିଭ୍

ଭୁବନେଶ୍ୱର, ୭ା୩ (ଓଡିଶା ଭାସ୍କର): କରୋନା ରିପୋର୍ଟକୁ ବଢ଼ୁଛି ଦ୍ୱନ୍ଦ୍ୱ । ଗୋଟିଏ ସ୍ଥାନରେ ରିପୋର୍ଟ ପଜିଟିଭ୍ ଆସୁଥିବା ବେଳେ ଅନ୍ୟ ସ୍ଥାନରେ ନେଗେଟିଭ୍ ଆସୁଛି । ରାଉରକେଲାର ଅବସରପ୍ରାପ୍ତ ଡାକ୍ତର ଏସ.ସୁଲେମାନଙ୍କ…