୮ ଲକ୍ଷ ଟଙ୍କା ପାଇଁ ଯୁବକଙ୍କୁ ଅପହରଣ ଓ ହତ୍ୟା ଧମକ, ଭିଡିଓ ଭାଇରାଲ୍

ସୋର, ୩ା୩ (ଓଡିଶା ଭାସ୍କର): ୮ ଲକ୍ଷ ଟଙ୍କା ପାଇଁ ସୋର ଅଞ୍ଚଳର ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । କୋଲକତାରେ ଯୁବକଙ୍କୁ ପଣବନ୍ଦୀ କରି ରଖାଯାଇଥିବା ଯୁବକଙ୍କ ସ୍ତ୍ରୀ ସୋର ଥାନାରେ ଅଭିଯୋଗ…

ଦେଶରେ ୨୪ ଘଣ୍ଟାରେ ୯୮ ମୃତ, ୧୪ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୩ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୩୪୬କୁ ବୃଦ୍ଧି…

ହାତୀ ମୃତ୍ୟୁ ମାମଲା: ନିଲମ୍ବିତ ହେଲେ ରେଞ୍ଜର

ସମ୍ବଲପୁର, ୩ା୩ (ଓଡିଶା ଭାସ୍କର): ସଦର ଫରେଷ୍ଟ ରେଞ୍ଜର ଗୌରୀଶଙ୍କର ଦାଶଙ୍କୁ ସରକାର ନିଲମ୍ବିତ କରିଛନ୍ତି । ତାଙ୍କ ବିରୋଧରେ ହାତୀ ସୁରକ୍ଷା ଅବହେଳା ନେଇ ଅଭିଯୋଗ ଆସିଥିଲା । ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରୁ ୨୦୨୧…

ଭିଜିଲାନ୍ସ ଜାଲରେ ପ୍ରାଥମିକ ସ୍କୁଲ ଶିକ୍ଷକ

ସୋନପୁର, ୩ା୩ (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ ଫସିଛନ୍ତି । ସୋନପୁର ଜିଲ୍ଲା ପଥରଘାଟ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସରୋଜ ସାହୁଙ୍କ ନାମରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ…

ମର୍ମନ୍ତୁଦ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ

ସମ୍ବଲପୁର, ୩ା୩ (ଓଡିଶା ଭାସ୍କର): ସମ୍ବଲପୁର ଜିଲ୍ଲାରେ ଏକ ଅଜଣା ଗାଡ଼ି ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ବରେଇପାଲି ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।…

ଆଜି କୋଭିଡ୍-୧୯ ଟିକା ନେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୩ା୩: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି କରୋନା ଟିକା ନେବେ । ନୂଆଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ସ୍ୱଦେଶୀ ନିର୍ମିତ ଟିକାର ପ୍ରଥମ ଡୋଜ୍ ନେବେ ରାଷ୍ଟ୍ରପତି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରାଶିଫଳ (ବୁଧବାର, ୩ ମାର୍ଚ୍ଚ ୨୦୨୧)

ମେଷ : ଉଚ୍ଚ ଶିକ୍ଷାରେ ଋଚି ବଢିବ,ନୂଆନୂଆ କାର୍ଯ୍ୟପନ୍ଥା ଆପଣାଇ ସଫଳ ହେବେ, ମାନ ସମ୍ମାନ,ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧୀୟ ଶୁଭ ଖବର ମିଳିବ, ସୁଖଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି ହେବ,…

କେଇ ସେକେଣ୍ଡର ଏହି ଅଭ୍ୟାସ ଦ୍ୱାରା ଆପଣ ରହିପାରିବେ ସର୍ବଦା ଫିଟ୍ ଓ ହେଲଦି

ଶରୀରକୁ ଫିଟ୍ ରଖିବା ସମସ୍ତଙ୍କ ପାଇଁ ଏତେ ସହଜ ହୋଇନଥାଏ । ଘରେ ପ୍ରସ୍ତୁତ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା, ନିୟମିତ ଏକ୍ସରସାଇଜ୍ କରିବା ବ୍ୟତୀତ ଏପରି ଅନେକ କାର୍ଯ୍ୟ ପାଇଁ ଆମକୁ ବହୁତ ସମୟର ଆବଶ୍ୟକତା…