fbpx
BJD SKY
BJD SKY

ଭିଜିଲାନ୍ସ ଜାଲରେ ପ୍ରାଥମିକ ସ୍କୁଲ ଶିକ୍ଷକ

BJD

ସୋନପୁର, ୩ା୩ (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ ଫସିଛନ୍ତି । ସୋନପୁର ଜିଲ୍ଲା ପଥରଘାଟ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସରୋଜ ସାହୁଙ୍କ ନାମରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି । ସରୋଜଙ୍କର ବୀରମହାରାଜପୁର ଲାତୁରପେଟ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସ ଟିମର ଚଢ଼ାଉରେ ସରୋଜଙ୍କର ବାଘମାରିରେ ଏକ ବିଲଡିଂ, ଗୋଟିଏ ଚାରିଚକିଆ ଗାଡ଼ି, ଅନେକ ସ୍ଥାନରେ ପ୍ଲଟ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.