ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମୋଦୀଙ୍କ ସମ୍ବୋଧନ
ନୂଆଦିଲ୍ଲୀ; ଶେଷରେ ବହୁ ଅପେକ୍ଷା ଆଉ କଡା ମୁକାବିଲା ପରେ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ଫଳାଫଳ ପ୍ରକାଶ ପାଇଛି । ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟରେ ବିଜେପି ସରକାର…