ଗୋଟିଏ ଦିନରେ ୧୦୦ କୋଟି ପାର୍‌ କଲା ଫିଲ୍ମ ‘ଆନିମଲ’

ମୁମ୍ବାଇ: ଓପନିଂ ଡେ’ ବା ଗୋଟିଏ ଦିନରେ ୧୦୦ କୋଟି ପାର୍‌ କରିଛି ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’। ଭାରତରେ ୬୩ କୋଟି ରୋଜଗାର କରିଥିବା ବେଳେ ସାରା ବିଶ୍ୱର ସିନେମାଘର ଆୟକୁ ମିଶାଇ ଫିଲ୍ମଟି ଏହି ମାଇଲଷ୍ଟୋନ ସହଜରେ…

ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ଲାଗିବ ପ୍ରଧାନମନ୍ତ୍ରୀଙ୍କ ଫଟୋ: ୟୁଜିସିଙ୍କ ଚିଠି

ନୂଆଦିଲ୍ଲୀ: ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ଲାଗିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ। ଏହା ସହିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଠିକ ନିଜ ନିଜର ସେଲଫି ପଏଣ୍ଟ ସୃଷ୍ଟି କରିବାକୁ ନିର୍ଦ୍ଦେଶ…

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ ହେଲା ୫୪ଟି ଟ୍ରେନ

ଓଡିଶା ଭାସ୍କର; ସମ୍ଭାବ୍ୟ ବାତ୍ୟା ‘ମିଚୌଙ୍ଗ୍’ କୁ ଦୃଷ୍ଟିରେ ରଖି ବାତିଲ ହେଲା ୫୪ଟି ଟ୍ରେନ। ପୁଡୁଚେରୀ, ତାମିଲନାଡୁ, ଆନ୍ଧ୍ର ଓ ପଶ୍ଚିମବଙ୍ଗ ଦେଇ ଯାଉଥିବା ଏହି ଟ୍ରେନକୁ ବାତିଲ କରାଯାଇଛି। ଏଥିରେ…

BIG BREAKING: ଯାତ୍ରାପାର୍ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ, ୪ ଆହତ

ଓଡିଶା ଭାସ୍କର: ଘାଟିରେ ଯାତ୍ରାପାର୍ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ। ତେଲକୋଇ-କାଞ୍ଜିପାଣିକୁ ସଂଯୋଗ କରୁଥିବା ଘାଟିରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଏହି ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪ ଆହତ ହୋଇଥିବା…

ବିଦେଶରୁ ନିୟମିତ ଭାବେ ପାରାଦୀପକୁ ଆସୁଛି କି ନିଶାଦ୍ରବ୍ୟ?

ପାରାଦୀପ: ବିଦେଶରୁ ନିୟମିତ ଭାବେ ପାରାଦୀପକୁ ଆସୁଛି କି ନିଶାଦ୍ରବ୍ୟ, ପାରାଦୀପରେ ମାଲ୍ ପହଞ୍ଚିବା ପରେ ତାହା ଯାଉଛି କୁଆଡେ। ଅନ୍ତର୍ଜାତୀୟ ବଜାରରୁ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ ଆସୁଥିବା ବେଳେ ଏଥିରେ କାହାର…

ଶନିବାର ଦିନ ଏହି ସବୁ ଜିନିଷ କିଣନ୍ତୁ ନାହିଁ: ଦାରିଦ୍ରତା ସାଙ୍ଗକୁ ହୋଇପାରେ ପ୍ରିୟଜନଙ୍କ ମୃତ୍ୟୁ

ଓଡିଶା ଭାସ୍କର: ଦୁର୍ଭାଗ୍ୟକୁ ରୋକିବା ପାଇଁ କିମ୍ବା ଭାଗ୍ୟକୁ ନିମନ୍ତ୍ରଣ କରିବା ପାଇଁ ସାରା ବିଶ୍ୱରେ ଲୋକମାନେ ବିଭିନ୍ନ ରୀତିନୀତି ଏବଂ ପ୍ରଥା ଉପରେ ବିଶ୍ୱାସ କରନ୍ତି। ଅନେକ ବିଶ୍ୱାସରେ, ଶନିବାର ଦିନ କିଛି ଜିନିଷ…

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି

ଓଡିଶା ଭାସ୍କର: ଦୀର୍ଘଦିନର ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି। ଆଜି ରାଜ୍ୟ କଂଗ୍ରେସ ଭବନ ଠାରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି। ପିସିସି ସଭାପତି ଶରତ…

ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ

ଓଡିଶା ଭାସ୍କର: ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର୍‌ ବେଗରେ ପ୍ରବାହିତ ବତାସ ଓ ପ୍ରବଳ ବର୍ଷା ସହିତ ଡିସେମ୍ବର ୫ ତାରିଖ ପୂର୍ବାହ୍ନରେ ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍’ ଆନ୍ଧ୍ରପ୍ରଦେଶର ଉପକୂବର୍ତ୍ତୀ ଅଞ୍ଚଳ…

ସନ୍ଧ୍ୟା ପୂଜା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଜିନିଷ: ନଚେତ ମିଳିବ ଓଲଟା ଫଳ

ହିନ୍ଦୁ ଧର୍ମରେ ତ୍ରିକାଳ ଅର୍ଥାତ୍ ଦିନର ତିନିଟି ସମୟରେ ପୂଜାପାଠ କଥା ବର୍ଣ୍ଣନା କରାଯାଇଛି। ସନାତନ ଧର୍ମରେ ସକାଳ ଏବଂ ଅପରାହ୍ନ ପୂଜା ସହିତ ସନ୍ଧ୍ୟା ପୂଜା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ।…

କିଛି ଘଣ୍ଟା ପରେ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ମ୍ୟାଚ: ଷ୍ଟାଡିୟମରେ ନାହିଁ ଲାଇନ

ଛତିଶଗଡ଼: ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ କ୍ରିକେଟ ମ୍ୟଚ । କିନ୍ତୁ ଷ୍ଟାଡିୟମରେ ନାହିଁ ବିଜୁଳି । ଆଜ୍ଞା ହଁ! ଆମେ କହୁଛୁ ଛତିଶଗଡ଼ ରାୟପୁରର ବୀର ନାରାୟଣ ସିଂ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ କଥା । ଏଠାରେ…