ଆପଣ ଉଦାସୀନ ରହୁଛନ୍ତି କି, ହୋଇଯାଆନ୍ତୁ ସାବଧାନ ନଚେତ ଭୋଗିବେ ଭୟଙ୍କର ପରିଣାମ
ସର୍ବଦା ସକାରାତ୍ମକ ମନୋଭାବ ନେଇ ଖୁସିରେ ରହିବା ଆମ ଶରୀର ପାଇଁ ଶୁଭଙ୍କର । କିନ୍ତୁ ଉଦାସୀନତା ଓ ଚିନ୍ତାରେ ବୁଡ଼ି ରହୁଥିବା ଲୋକ ଭୟଙ୍କର ବିପଦକୁ ଡାକି ଆଣିଥାନ୍ତି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଯେଉଁମାନେ ମାନସିକ…