ଆଜି ଆଉ ୭୨୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୫।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଏନ ଆର ଇ ଜି ଏସ କାମରେ ମେସିନ ବ୍ୟବହାର କରୁଛନ୍ତି ଠିକାଦାର।

ମାଲକାନଗିରି: ରାଜସ୍ବ ବିଭାଗର ଆଖିରେ ଧୂଳି ଦେଇ ବେଆଇନ ଭାବେ ମାଟି କାଟୁଥିଲେ ଠିକାଦାର, ଏନଆରଇଜିଏସ ରାସ୍ତା କାମରେ ବ୍ୟବହାର କରୁଥିଲେ ମୁରୁମ ମାଟି, ସବୁ ଜାଣିଶୁଣି କିନ୍ତୁ ନିରବ ଥିଲା ବ୍ଲକ ପ୍ରଶାସନ। ଖବର ପାଇ…

ବୟସ ହେବା ପୂର୍ବରୁ କେଶ ପାଚୁଥିଲେ , ଆପଣାନ୍ତୁ ଏହି ଦେଶୀ ଉପଚାର

ଆଜିକାଲିର ଯୁଗ ରେ ଅଧିକ ବୟସ ହେବା ପୂର୍ବରୁ କେଶ ଧଳା ପଡିଯିବା ଅତି ସାଧାରଣ କଥା। ତେଣୁ ଯୁବପିଢି ମାନେ ଏହି ପାଚିଲା କେଶକୁ ଲୁଚାଇବା ପାଇଁ କେମିକାଲ୍ସ୍‌ ବ୍ୟବହାର କରନ୍ତି। ତେବେ ଏହା ଯୋଗୁ ଆଉ ବାକି ଥିବା କଳା କେଶ…

ଭୁବନେଶ୍ୱରରୁ ଆଜି ପୁଣି ୩୧ ପଜିଟିଭ, ୫୫ ସୁସ୍ଥ

ଭୁବନେଶ୍ୱର,୨୫ ।୧୧(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୩୧ କରୋନା…

ଡିସେମ୍ବର ପାଇଁ ଆସିଲା କେନ୍ଦ୍ରର ଗାଇଡଲାଇନ୍

ନୂଆଦିଲ୍ଲୀ,୨୫ ।୧୧: ଡିସେମ୍ବର ମାସ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଗାଇଡଲାଇନ୍ ଜାରି ହୋଇଛି । କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଗାଇଡଲାଇନରେ ଗୁରୁତ୍ୱ ଦିଆଯାଇଛି । ରାତ୍ରିକାଳୀନ କର୍ଫ୍ୟୁୁ…

କ୍ରାଇମବ୍ରାଞ୍ଚ ତଦନ୍ତକୁ ‘ପରୀ’ ମା’ଙ୍କ ସ୍ୱାଗତ

ଭୁବନେଶ୍ୱର,୨୫ ।୧୧(ଓଡିଶା ଭାସ୍କର): ନୟାଗଡ ଯଦୁପୁର ‘ପରୀ’ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଗୃହରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର…

ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିବ ‘ନିଭାର’

ଭୁବନେଶ୍ୱର,୨୫ ।୧୧(ଓଡିଶା ଭାସ୍କର): ତାମିଲନାଡୁ ଉପକୂଳ ଆଡକୁ ମାଡି ଆସିଛି ବାତ୍ୟା’ନିଭାର’ । ଘଣ୍ଟା ପ୍ରତି ୧୧ କିମି ବେଗରେ ଗତିକରୁଛି ନିଭାର । ପୁଡୁଚେରୀଠାରୁ ୨୫୦ କିମି ଦୂରରେ ରହିଛି ଏହି ବାତ୍ୟା । ଆଗାମୀ ୬…