ବିଶିଷ୍ଟ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

କୋଲକାତା,୧୫।୧୧: ବିଶିଷ୍ଟ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୋଲକାତାର ଏକ ଡାକ୍ତରଖାନାରେ ଦିନ ୧୨ଟା ୧୫ ମିନିଟ୍‌ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ସମୟରେ…

ଯଦି ଆପଣଙ୍କର ବ୍ୟାଙ୍କ କାମ ଅଛି, ତୁରନ୍ତ କରନ୍ତୁ |ଦୀପାବଳି ପରେ ବ୍ୟାଙ୍କ ଛୁଟି ବିଷୟରେ ଜାଣନ୍ତୁ

ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କିଛି କାମ ଅଛି  ଏବଂ ଆପଣ ଏହାକୁ ଖୁବଶୀଘ୍ର ସମାଧାନ କରିବାକୁ ଚାହୁଁଛନ୍ତି, ତେବେ ଏହି ଉତ୍ସବ ଋତୁରେ ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟି ତାଲିକା  କରି ନିଅନ୍ତୁ । ଦୀପାବଳି ପରେ…

ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୫/୧୧(ଓଡିଶା ଭାସ୍କର): ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ। ପ୍ରଶ୍ନକାଳ ରହିବ କି ନାହଁ ସେନେଇ ଆଲୋଚନା ହେବ। ଏହା ସହ ଗୃହ କିଭଳି ସୁରୁଖୁରୁରେ ଚାଲିବ ସେନେଇ ମଧ୍ୟ ଆଲୋଚନା ହେବ। ଗତ…

ଘରେ ପଶିଗଲା ଚୋର: ଏସିର ଥଣ୍ଡା ପବନରେ ଚୋରି କରିବା ଭୁଲି ମାଲିକର ବେଡ ତଳେ ହିଁ ଶୋଇପଡିଲା

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରୁ ଏକ ମଜାଦାର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଚୋରର କାରନ।।ମ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଚୋର ଘରୁ ଚୋରୀ କରିବା ଉଦ୍ଦେଶ୍ୟରେ ଘରେ ପ୍ରବେଶ କରିଥିଲା…

ରାଜ୍ୟରେ କମୁନି ମୃତ୍ୟୁ ସଂଖ୍ୟା, ଆଜି ଆଉ ୧୭ ଜୀବନ ନେଲା କରୋନା

ଭୁବନେଶ୍ୱର,୧୫ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୭୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି…