fbpx

ମଧ୍ୟସ୍ଥତା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ

ୱାଶିଂଟନ୍, ୨୭ା୫: କିଛି ଦିନ ହେବ ଭାରତ-ଚୀନ ସୀମା ବିବାଦ ଲାଗି ରହିଥିଲା । ଏହି ବିବାଦର ସମାଧାନ ନେଇ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଆଜି ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ ଦୁଇ ଦେଶ ଚାହିଁଲେ…

ସତର୍କ ରହିବାକୁ ପୋଲିସ କମିଶନରଙ୍କ ଅନୁରୋଧ

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): କରୋନା ମୁକାବିଲାକୁ ନେଇ ପୋଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ଆମେ ସମସ୍ତଙ୍କ ସହଯୋଗ କାମନା କରୁଛୁ । ଏବେ ବି କରୋନା ଭଳି…

ରାଜ୍ୟରେ ଆଉ ୭୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୭୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୮୧୨କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୭୯ କରୋନା ଆକ୍ରାନ୍ତଙ୍କ…

ସନ୍ଧ୍ୟା ୬ଟା ୩୦ସୁଦ୍ଧା ୫ଜିଳ୍ଲା ସାବଧାନ!

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାତି ବଢ଼ିବ ବୋଲି ମଧ୍ୟ ସୂଚନା ରହିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ମଧ୍ୟ ହେଉଛି । ଏହାରିମଧ୍ୟରେ ଆଜି…

ପଙ୍ଗପାଳ ଭୟ, ଚାଷୀଙ୍କୁ ସତର୍କ କରାଇଲା ଓୟୁଏଟି

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ପ୍ରଥମେ କରେନା, ଦ୍ୱିତୀୟରେ ଅମ୍ଫାନ ବାତ୍ୟା ଏବେ ପଙ୍ଗପାଳ ଭୟ ଚାଷୀଙ୍କୁ ଘାରିଛି । ପଙ୍ଗପାଳ ପ୍ରଥମେ ରାଜସ୍ଥାନ ପରେ ମଧ୍ୟପ୍ରଦେଶରେ ଫସଲ ନଷ୍ଟ କରିବା ଘଟଣା ଘଟିଥିଲା । ଏହି…

ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ ଗଡ଼ିବ ଘରୋଇ ବସ୍

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ଆସନ୍ତକାଲିଠାରୁ ରାଜ୍ୟବ୍ୟାପୀ ଗଡ଼ିବ ଘରୋଇ ବସ୍ । ଚଣ୍ଡିଖୋଲ ବୈଠକରେ ବସ୍ ଚଳାଚଳ ନେଇ ବସ୍ ମାଲିକ ସଙ୍ଘ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ଯେତିକି ସିଟ୍ ସେତିକି ଯାତ୍ରୀ…