ରତ୍ନମାନଙ୍କ ରାଜା ହେଉଛି ମାଣିକ, ଜାଣନ୍ତୁ କେଉଁମାନେ ମାଣିକ ପିନ୍ଧିବା ଆବଶ୍ୟକ
ଓଡିଶା ଭାସ୍କର : ମାଣିକକୁ ରତ୍ନମାନଙ୍କ ରାଜା ବୋଲି କୁହାଯାଏ । ଏଥିରେ ଭୌତିକ ଏବଂ ଆଧ୍ୟାତ୍ମିକ ଗୁଣ ପରିଲକ୍ଷିତ ହୋଇଥାଏ । ଜ୍ୟୋତିଷମାନଙ୍କ କହିବା ଅନୁସାରେ ମାଣିକ ପଥରକୁ ଆଙ୍ଗୁଳିରେ ଧାରଣ କରିବା ଦ୍ୱାରା ଅନେକ…