ବଜାରରେ ଉପଲବ୍ଧ ହେଉଥିବା ସବୁ ବଟର ଲହୁଣୀ ନୁହେଁ, ଲହୁଣୀ ଭାବି ଆପଣ କ’ଣ ଖାଉଛନ୍ତି ଜାଣନ୍ତୁ
ଓଡିଶା ଭାସ୍କର : ବ୍ରେଡ ସହିତ ବଟରର ଲାଭ ଉଠାଇବା ପାଇଁ ଆମେ ବଜାରରୁ ଲହୁଣୀ କିଣି ଆଣି ଫ୍ରିଜରେ ରଖିଥାଉ । ଆଜି କାଲି ମାର୍କେଟରେ ଲହୁଣୀର ଅନେକ ପ୍ରକାର ଭେରାଇଟି ମିଳୁଛି । ହଳଦିଆ ଦେଖା ଯାଉଥିବା ବଟର ସ୍ୱାଦ…